ସମ୍ବଲପୁର ଦେବ୍ରିଗଡ଼ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ, ସାଧାରଣ ଲୋକଙ୍କୁ ପ୍ରବେଶ ମନା

ସମ୍ବଲପୁର:   ମହାବଳ ବୁଲୁଛି। .ଅଭୟାରଣ୍ୟ ମହାବଳ ବାଘ ଆତଙ୍କ । ସମ୍ବଲପୁର ଦେବ୍ରିଗଡ଼ ଅଭୟାରଣ୍ୟରେ ଦେଖାଗଲା ମହାବଳ ବାଘ । ଏଥିପାଇଁ ଅଭୟାରଣ୍ୟ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବାଘର ଗତିବିଧିକୁ ଟ୍ରାକ କରିବା ପାଇଁ ୧୦୦ କ୍ୟାମେରା ଲଗାଯାଇଛି । ଏହା ସହ ୧୨ ଜଣିଆ ପାଟ୍ରୋଲିଂ ଟିମ୍‌ ବି ଗଠନ କରାଯାଇଛି ।

nis-ad
Leave A Reply

Your email address will not be published.