ପାରାଦୀପ: ଭାଗ୍ଯ ଥିଲା ଟାଣ। ସାହା ହେଲେ ଭଗବାନ। ଭାରତୀୟ ତଟରକ୍ଷୀ ବାହିନୀ ଦ୍ଵାରା ଉଦ୍ଧାର ହେଲେ ୨୦ ବାଲାଂଦେଶୀ ମତ୍ସ୍ୟଜୀବୀ । ଗଭୀର ସମୁଦ୍ରରେ ମାଛ ଧରୁଥିବାବେଳେ ଭାଙ୍ଗିଯାଇଥିଲା ବୋଟ । ସମୁଦ୍ରରେ ଶୋଲ ଧରି ଭାସୁଥିବାବେଳେ ଉଦ୍ଧାର କଲେ ତଟରକ୍ଷୀ ବାହିନୀ । ସିତରଙ୍ଗ ବାତ୍ୟାର ପ୍ରଭାବରେ ବୁଡିଯାଇଥିଲା ବୋଟଟି ।
Sign in
Sign in
Recover your password.
A password will be e-mailed to you.