କଟକ ସେକ୍ଟର ୯ ଅଞ୍ଚଳରେ ଥିବା ବିଉଟି ପାର୍ଲରରୁ ମିଳିଲା ମହିଳାଙ୍କ ମୃତଦେହ

କଟକ: ବିଉଟି ପାର୍ଲରରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଖବରପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହିତ ପହଁଚିଛି ମର୍କତନଗର ଥାନା ପୋଲିସ୍।

ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ, ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣା କଟକ ସେକ୍ଟର ୯ ଅଂଚଳର ଘଟିଥିବା ଜଣାପଡିଛି।

nis-ad
Leave A Reply

Your email address will not be published.