ଫୋଟୋ କହୁଛି ବ୍ରହ୍ମପୁର ବଡ ମେଡିକାଲ ର କଥା ଓ ଗାଥା… ଫୋଟୋରେ ଖବର By Nisarta News Last updated Oct 15, 2022 532 0 ଏହି ଭଳି ଵିରଳ ଫୋଟୋ ଚିତ୍ର ଓଡିଶା ରେ ହିଁ କେବଳ ଦେଖିବାକୁ ମିଳେ..! ଏହି ଦିନ ବି ଦେଖିବାକୁ ବାକି ଥିଲା…ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ତିନୋଟି ଶିଶୁ ନେଉଛନ୍ତି ନିଶ୍ଵାସ। ତଥାପି ଆମେ ଶ୍ରେଷ୍ଠ..! 0 532 Share