ରାଜରାସ୍ତାରେ ଦୁବୃତ୍ତ ଜାଳି ଦେଲେ ଟ୍ରକ

ଭୁବନେଶ୍ୱର :  ଭୁବନେଶ୍ୱର-ପୁରୀ ବାଇପାସ ରାସ୍ତା ଓଡ଼ିଆଣୀ ହୋଟେଲ ସମ୍ମୁଖରେ ଦୁବୃତ୍ତ ମାନେ ବିଳମ୍ବିତ ରାତିରେ ଏକ ଟ୍ରକକୁ ଜାଳି ଦେଇଛନ୍ତି । ଧଉଳି ଥାନା ଅଧିନସ୍ଥ ଓଡ଼ିଆଣୀ ହୋଟେଲ ନିକଟରେ ଏହି ଘଟଣା ଘଟିଛି । ଏହି ଟ୍ରକ କଟକରୁ କିଛି ସାମଗ୍ରୀ ନେଇ ଆସୁଥିଲା। ଘଟଣାସ୍ଥଳରେ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଟ୍ରକରେ ଥିବା ଅଧିକାଂଶ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.