OASରେ କୃତକାର୍ଯ୍ୟ ହୋଇଛନ୍ତି ଦୁଇ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ଓ ପ୍ରାଚୁର୍ଯ୍ୟ ପ୍ରଧାନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ଶତପ୍ରତିଶତ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ୨୬୬ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ସେହିଭଳି ୨୯୨ ସ୍ଥାନରେ ଅଛନ୍ତି ପ୍ରାଚୁର୍ଯ୍ୟ ପ୍ରଧାନ । ପ୍ରାଚୁର୍ଯ୍ୟ ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳରେ ପିଏଚଡି କରୁଥିବା ବେଳେ ପ୍ରସନ୍ନ ପଣ୍ଡା ଜେଏନୟୁରେ ପିଏଚଡି କରୁଛନ୍ତି ।.
Sign in
Sign in
Recover your password.
A password will be e-mailed to you.