ହୋଟେଲର ୬ ମହଲାରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ : ୬ ମହଲା କୋଠା ଉପରୁ ଖସିପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ। ପୁରୀ ବଳିଆପଣ୍ଡା ଥାନା ସ୍ଥିତ ଏକ ହୋଟେଲରେ ଅଘଟଣ । ମୃତକ ହେଲେ ଅସ୍ତରଙ୍ଗ ଥାନା ଗାଙ୍ଗପୁରର ଲିଙ୍ଗରାଜ ସାହୁ । ଅଗଷ୍ଟ ୨୩ରେ ସେ ଏକ ବୈଠକରେ ଯୋଗଦେବାକୁ ଏହି ହୋଟେଲକୁ ଆସି ରହୁଥିଲେ।

ସିକ୍ୟୁରିଟି କର୍ମଚାରୀ ଆଜି ତାଙ୍କର ମୃତଦେହ ଦେଖି ସହଯୋଗୀଙ୍କୁ ଖବର ଦେଇଥିଲେ । ପରେ ସେ ହୋଟେଲ ମ୍ୟାନେଜର ଓ ପରେ ବଳିଆପଣ୍ଡା ଥାନା ପୋଲିସକୁ ଖବର ଦେଇଥିଲେ।

nis-ad
Leave A Reply

Your email address will not be published.