ସୌମ୍ୟଜିତଙ୍କ ଆଗୁଆ ଜାମିନ ଆବେଦନ

ଆଗୁଆ ଜାମିନ ଆବେଦନ କଲେ ସୌମ୍ୟଜିତ । ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା କୁମାରୀ ମୃତ୍ୟୁ ମାମଲାରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବୟଫ୍ରେଣ୍ଡ ସୌମ୍ୟଜିତ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଗିରଫଦାରୀ ଏଡାଇବା ପାଇଁ ସେ ଜାମିନ ଆବେଦନ କରିଛନ୍ତି । ଜେରା ସମୟରେ ତାଙ୍କର କଲ ରେକର୍ଡ ଯାଞ୍ଚ କରିଥିଲା ପୋଲିସ ।

nis-ad
Leave A Reply

Your email address will not be published.