ମାଲକାନଗିରି : ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବପୀଠ ବାବା ମଲ୍ଲିକେଶ୍ୱର,ବିଶ୍ୱେଶ୍ୱର,ରକୁଣେଶ୍ୱର ପୀଠରେ ବୋଲ୍ ବମ୍ ଭକ୍ତଙ୍କ ଭିଡ଼ ଲାଗିଛି । ପ୍ରାୟ ଏକ ମାସଧରି ପାଳିତ ହେଉଥିବା ଶ୍ରାବଣ ମାସରେ ଜିଲ୍ଲା ଏବଂ ପଡ଼ୋଶୀ ରାଜ୍ୟରୁ ବୋଲବମ୍ ମାନସିକଧାରୀ ଭକ୍ତମାନେ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଜଳାଭିଷେକ କରିବାକୁ ପୀଠ ଗୁଡିକରେ ଭିଡ଼ ଜମାଇ ଥିଲେ । କିଛି ସ୍ୱେଚ୍ଛାସେବୀ ଉକ୍ତ ପୀଠଗୁଡିକରେ , ଲେମ୍ବୁ ପଣା ଓ ଖାଦ୍ୟ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା ।
Sign in
Sign in
Recover your password.
A password will be e-mailed to you.