ପ୍ରଖ୍ୟାତ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ

ସମ୍ବଲପୁର: ପ୍ରଖ୍ୟାତ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ। ଦୀର୍ଘ ଦିନ ହେବ କୀଡିନି ରୋଗରେ ପୀଡିତ ଥିଲେ ଶ୍ରୀରାମ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ଯୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।ତାଙ୍କ ପରଲୋକ ପରେ ସମ୍ବଲପୁରୀ ସଙ୍ଗୀତ ଜଗତରେ ଶୋକର ଛାୟା ଖେଲି ଯାଇଛି।

ସେ ଅନେକ ପ୍ରମୁଖ ସମ୍ବଲପୁରୀ, ଓଡିଆ ଓ ହିନ୍ଦି ଗୀତରେ ନିଦ୍ଦେଶନ‍ା ଓ କଣ୍ଠ ଦାନ କରିଛନ୍ତି । ସେ ୧୪ ବର୍ଷରୁ ଗୀତ ଗାଇବା ଆରମ୍ଭ କରିଥିଲେ ।

nis-ad
Leave A Reply

Your email address will not be published.