ଦାରିଗଂବାଡି ଏନ୍ଏଚ୫୯ର ଡାବୁଲୁମାହା ଘାଟିରେ ଦୁର୍ଘଟଣା

ଦାରିଙ୍ଗବାଡ଼ି, (୨୩/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ନିକଟ ଏନ୍ ଏଚ ୫୯ ର ଡାବୁଲୁମାହା ଘାଟିରେ କାର ଦୁର୍ଘଟଣାହୋଇଛି ଏହି ଦୁର୍ଘଟଣା ରେ ଦୁଇ ଜଣ ଆହତ ଓ ଜଣେ ଗୁରୁତର ଅଛନ୍ତି ସମସ୍ତଙ୍କୁ ଦାରିଙ୍ଗବାଡି ମେଡିକାଲ ରେ ଭର୍ତି କରାଯାଇଛି। ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳ ରେ ପହଞ୍ଚିଛି। ଗାଡିଟି ଗଜପତି ଜିଲ୍ଲା ମୋହନା ଅଞ୍ଚଳ ର ବୋଲି ଜଣାପଡିଛି।

nis-ad
Leave A Reply

Your email address will not be published.