ବାଇକ ଏବଂ କାର ଧକା ରେ ବାଇକ ଅରୋହୀଙ୍କ ମୃତ୍ୟୁ…

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ରତଙ୍ଗ ପଂଚାୟତର ଡାଙ୍ଗିଡିକିଆ ଗ୍ରାମର କଂସ କହଁର l ଆଜି ଫିରିଙ୍ଗିଆ ହାଟକୁ ଆସି ଘରକୁ ଫେରୁଥିବା ବେଳେ ଡାଙ୍ଗିଡ଼ିକିଆ ଛକ ଠାରେ ଏକ ହୁଣ୍ଡାଇ କାର କଂସ କହଁରଙ୍କ ବାଇକକୁ ଧକା ଦେଇଥିଲା ।ଯାହାଫଳରେ କଂସଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ହୁଣ୍ଡାଇ କାର ଧକା ଦେଇ ଚାଲିଯାଉଥିବା ବେଳେ ଗାଡିକୁ କାବୁ କରିଥିଲେ । ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକ ରାସ୍ତା ରୋକ କରିଥିବା ବେଳେ ପୋଲିସ ପହଁଚି ସ୍ଥାନୀୟ ଲୋକଙ୍କୁ ବୁଝା ସୁଝା କରୁଥିବା ଜଣା ପଡ଼ିଛି ।

nis-ad
Leave A Reply

Your email address will not be published.