ରାହୁଲ ଗାନ୍ଧୀଙ୍କୁ ଭେଟି ଓଡ଼ିଶା ଫେରିଲେ ନୂଆ ପିସିସି ସଭାପତି

ଭୁବନେଶ୍ବର: ଦିଲ୍ଲୀରୁ ରାହୁଲ ଗାନ୍ଧୀଙ୍କୁ ଭେଟି ଭୁବନେଶ୍ୱର ଫେରିଛନ୍ତି ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ ।ଭୁବନେଶ୍ୱର ବିମାନବନ୍ଦରରେ ନୂଆ ପିସିସି ସଭାପତିଙ୍କୁ ସ୍ୱାଗତ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ । ସ୍ୱାଗତ କରିବା ପାଇଁ ବିଶାଳ ପଟୁଆରରେ ପହଞ୍ଚିଥିଲେ କଂଗ୍ରେସ ନେତା ଓ କର୍ମୀ ।ଏକ ରାଲିରେ ଏୟାରପୋର୍ଟରୁ କଂଗ୍ରେସ ଭବନ ବାହାରିଥିଲେ ନୂଆ ପିସିସି ସଭାପତି ସାର୍ଟ ପଟ୍ଟନାୟକ ।

ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଜିଲ୍ଲାର ନେତା ଓ କର୍ମୀ ଏହି ସମାବେଶରେ ଯୋଗଦେଇଛନ୍ତି ।ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ଥିବାରୁ ତାଙ୍କ ସହ ସାକ୍ଷାତ ହୋଇପାରିନାହିଁ ।

nis-ad
Leave A Reply

Your email address will not be published.