ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲାରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ରିପୋର୍ଟରେ ବିଷକ୍ରିୟା ନେଇ କୌଣସି ସୂଚନା ନାହିଁ। ଏ ନେଇ କଟକ ଗ୍ରାମାଞ୍ଚଳ ଥାନା ପୋଲିସ ସୂଚନା ଦେଇଛି।
ସୂଚନାନୁସାରେ,ପାରିବାରିକ ବିବାଦରୁ ବଡଭାଇ ପରିବାରର ୫ ଜଣଙ୍କ ହତ୍ୟା କରିଥିଲେ ଅଭିଯୁକ୍ତ ଶିବ ସାହୁ । ହତ୍ୟା ପରେ ମାହାଙ୍ଗା ପୋଲିସ ଅଭିଯୁକ୍ତକୁ ୩ ଦିନର ରିମାଣ୍ଡରେ ନେଇ ସିନ ରିକ୍ରିଏଶନ କରିଥିଲା। ରିମାଣ୍ଡ ସମୟରେ ଅଭିଯୁକ୍ତ ନଜେ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ।
Sign in
Sign in
Recover your password.
A password will be e-mailed to you.