ରାଉରକେଲା ସ୍ମାର୍ଟ ସିଟି ପାଇଁ ଗର୍ବ ଆଣିଲେ ନଅ ବର୍ଷୀୟ ବାଳକ ତନୁସ କୋହଲି

ବାଙ୍ଗଲୋର ରେ ଅନୁଷ୍ଠିତ ବି ବି ସି ଆଇ ସାଇକେଲ ଚାମ୍ପିଅନସିପ ରେ ଦୂତୀୟ ସ୍ଥାନ ଅଧିକାର

ରାଉରକେଲା : (ବସନ୍ତ କୁମାର ଜେନା); ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲରେ ପଢ଼ୁଥିବା ତନୁସ ସିଭିଲ ଟାଉନସିପ୍ ରେ ରହନ୍ତି । ଚାରିବର୍ଷ ହେଲା ସେ ସାଇକେଲ ଚଲାଇବା ଅଭ୍ୟାସ ଜାରି ରଖିଛନ୍ତି। ଗତ ୧୭ ଏପ୍ରିଲ ରେ ବାଙ୍ଗାଲୋର ନନ୍ଦୀ ହିଲସ ନିକଟ ଅବଧି ରେ ଆୟୋଜିତ ସାଇକେଲ ଚାମ୍ପିଅନସିପରେ ସେ ଦୂତୀୟ ସ୍ଥାନ ହାସଲ କରିଛନ୍ତି । ଆଗାମୀ ଦିନରେ ତନୁସ ଦେଶ ଏବଂ ଦେଶ ବାହାରେ ସାଇକେଲ ଚାମ୍ପିଅନଶିପରେ ଭାଗ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି।

nis-ad
Leave A Reply

Your email address will not be published.