ବନ୍ଦ ହୋଇପାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଗତ ୨୦୧୫ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି । ୮ ବର୍ଷ ପରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଅଧ୍ୟାପକଙ୍କୁ ନିଯୁକ୍ତି କରା ନଯିବାରୁ ଏଭଳି ପରିସ୍ଥିତି ଦେଖିବାକୁ ପଡ଼ିଛି । ତେବେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ୧୪ରୁ ୬ରେ ସୀମିତ ରଖିବାକୁ କୁହାଯାଇଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ସ୍ନାତକ ପାଠ୍ୟକ୍ରମ ବନ୍ଦ କରି ଦିଆଯିବ ବୋଲି କୁହାଯାଇଛି ।

nis-ad
Leave A Reply

Your email address will not be published.