ଫୁଲବାଣୀ : ଫୁଲବାଣୀ ସହରର ବିଭିନ୍ନ ଛକରେ ଲାଗିଥିବା ମୁଖ୍ୟମନ୍ତ୍ରୀ ଙ୍କ ପୋଷ୍ଟର ଚିରିବାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବ ସଭାପତି ମୁକ୍ତିକାନ୍ତ ମହାନ୍ତି , ଶୁକ୍ରବାର ରାତି ୭ ଟା ସମୟରେ ଏହିଭଳି ଫୁଲବାଣୀ ସହର ଟାଉନ ଥାନା ରେ ବିଜେପି ର ଏକ ପ୍ରତିନିଧି ଦଳ ଯାଇ ଭେଟି ଏହି ଅଭିଯୋଗ ଦେଇଥିବା ନେଇ ସୁଚନା ମିଳିଛି, ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ ଅସାମାଜିକ ବ୍ୟକ୍ତିମାନେ ରାଜନୈତିକ ଆକ୍ରୋଶମୂଳକ ଭାବରେ ବିଭିନ୍ନ ସରକାରୀ ସଚେତନ ପୋଷ୍ଟର କୁ ଚିରା ଯାଇଛି , ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ବିଜେପି ଯୁବନେତା ମୁକ୍ତିକାନ୍ତ ମହାନ୍ତି ଏବଂ ଯୁବ ନେତୃତ୍ବର ବୋଲି ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.