ମହିଳା କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ କୋର୍ଟ ଚାଲାଣ.. !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅନ୍ତର୍ଗତ କାଦୋବାହାଳ ପଞ୍ଚାୟତ ସ୍ଥିତ ଡୁକାଟୋଲି ରେ ଚଳିତ ମାସ ୨୬ ତାରିଖ ରବିବାର ଦିନ ରାତ୍ର ପ୍ରାୟ ୧୧ଟା ସମୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ! ପ୍ରାପ୍ତ ସୂଚନା ଅନୁଯାୟୀ ଡୁକାଟୋଲିର ନିବାସୀ ଜନୈକା ୪୫ ବର୍ଷର ମହିଲାକୁ ଘୋରରେ କେହିନଥିଲା ଜାଣି କାଦୋବାହାଲ ଗାହଢାଟୋଳୀ ଅଞ୍ଚଳର ଜଣେ ଦୃବୁତ ଚୂଳୁ ବାଘୱାର୍ ୪୬ ବର୍ଷ ନାମକ ବ୍ୟକ୍ତି ଦୁଷ୍କର୍ମର କରିଥିବାର ଅଭିଯୋଗ ହୋଇଛି ! ସୂଚନା ଅନୁଯାଇ ଅଭିଯୁକ୍ତ କାଦୋବାହାଲ ଗାହଢାଟୋଳୀ ନିବାସୀ ଚୁଲୁ ବାଘୱାର ୪୬ ବର୍ଷ ର ବ୍ୟକ୍ତି ବୋଲି ଜଣା ପଡିଛି ! ଏ ନେଇ ରାଏବୋଗା ଥାନାରେ ଗତ କାଲି ଅଭିଯୋଗ ହେବା ପରେ ଆଜି ରାଏବୋଗା ପୁଲିସ ତତ୍ପରତା ସହିତ ଚୁଲୁ ବାଘୱାର କୁ ଗିରଫ କରି ପଚାରା ଉଚରା କରି ! ମହିଳା ଓ ଉକ୍ତ ବ୍ୟକ୍ତି ର ଡାକ୍ତରୀ ମାଇନା ପରେ ଆଜି ଉକ୍ତ ବ୍ୟକ୍ତିକୁ କୋର୍ଟ୍ ଚାଲାଣ କରାଯାଇ ଥିବା ଜଣାପଡିଛି !

nis-ad
Leave A Reply

Your email address will not be published.