ସୁଇମିଂ ପୁଲକୁ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲା କ୍ରୀଡା ଅଧିକାରୀ

ଛତ୍ରପୁର : ଛତ୍ରପୁର ସର୍କିଟ ହାଉସ ଭିତରେ ଥିବା ସୁଇମିଂ ପୁଲ କୁ ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ l ସୁଇମିଂ ପୁଲ କୁ ସ୍ଵଛ ଓ ସୁନ୍ଦର ରଖିବା ସହିତ ଏହାର ଉଚିତ ବ୍ୟବହାର କରିବା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ l ଏହା ସହ ପାରିପାର୍ଶ୍ଵିକ ପରିସ୍ଥିତି କୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ମଧ୍ୟ ଜିଲ୍ଲା କ୍ରୀଡା ଅଧିକାରୀ ପରାମର୍ଶ ଦେଇଥିଲେ l ବରିଷ୍ଟ ରାଜସ୍ବ ସହାୟକ ତାରା ପ୍ରସାଦ ମିଶ୍ର, କନିଷ୍ଟ ରାଜସ୍ବ ସହାୟକ ଅଭୟ କୁମାର ପଟ୍ଟନାୟକ, ହକି କୋଚ ପିଟର ସୋରେନ, ସୁଇମିଂ ପୁଲ କୋଚ ଦୀପକ କିସାନ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.