Browsing Category

ଅପରାଧ

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: କାର୍ ଭିତରୁ ସ୍ବାମୀ, ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର, ସମସ୍ତଙ୍କ ମୁଣ୍ଡରେ ବାଜିଛି ଗୁଳି

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଣିପାହାଡ଼ ନିକଟ ପଡିଆରେ ୩ ଜଣଙ୍କ ମୃତଦେହ ଠାବ ହୋଇଛି। ୩ ଜଣ ଯାକ ଓରିଏଣ୍ଟ ଥାନା ଅଞ୍ଚଳର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା…

କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ; ଟଳିଲେ ୨ ମାଓବାଦୀ

ରାଇଘର // ଉମରକୋଟ : ଟଳିଲେ ୨ ମାଓବାଦୀ । କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ନବରଙ୍ଗପୁର ଜିଲ୍ଲା ରାଇଘରରେ ଏନକାଉଣ୍ଟର । ଦୀର୍ଘ ସମୟ ହେବ ଚାଲିଥିଲା ଗୁଳି ବିନିମୟ । ଆଜି ସକାଳୁ ସକାଳୁ ନବରଙ୍ଗପୁର ଜିଲ୍ଲା ରାଇଘରରେ କମ୍ବିଂ ଅପରେସନ କରୁଥିବା ବେଳେ ସୁରକ୍ଷାକର୍ମୀ…

ପୋଲିସ ହାତରେ ଧରା ପଡ଼ିଲେ କୁଖ୍ୟାତ ଚୋର

କଟକ : ଦିନକୁ ଦିନ ମାତୁଛନ୍ତି ଚୋର । ଚୋର ଭୟରେ ଦିନ କାଟୁଥିଲେ ଲୋକେ । ଏବେ ପୋଲିସ ହାତରେ ଧରା ପଡ଼ିଲେ କୁଖ୍ୟାତ ଚୋର । ଦିନରେ ବୁଲି ଘର ଦେଖୁଥିଲେ ରାତିରେ ଆସି ଲୁଟୁଥିଲେ । ଲୋକଙ୍କ ଆଖିରେ ଧୁଳି ଦେଇ ଘରେ ବୁଲାଉଥିଲେ କଳାକନା । ଖାଲି ଖୋଜି ବୁଲୁଥିଲେ ଘରେ କେହି ନଥିବାର ସୁଯୋଗ ।…

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀଙ୍କ  ଆତ୍ମସମର୍ପଣ

ବୌଦ୍ଧ: ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରେ ୨ ମହିଳା ମାଓବାଦୀ ଥିବା ଜଣାଯାଇଛି।ସମସ୍ତ ୯ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବୋଲି ସୂଚନା ରହିଛି। ସେମାନେ ମୁଖ୍ୟ ସ୍ରାତରେ ସାମିଲ ହେବାକୁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି…

ପ୍ରାଇଭେଟ୍ ପାର୍ଟ ଭିତରେ ଲୁଚାଇଥିଲେ ୨.୭୯ କୋଟି ଟଙ୍କାର ସୁନା, ୪ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣର ଏକ ଅଜବ ତରିକା ସାମ୍ନାକୁ ଆସିଛି । ବିଦେଶରୁ ଆସିଥିବା ଚାରି ଜଣ ତସ୍କର ନିଜର ମଳାଶୟରେ ୩ କେଜି ଉର୍ଦ୍ଧ୍ବ ମୂଲ୍ୟର ସୂନା ଲୁଚାଇ ଆଣିଥିଲେ । ଏୟାରପୋର୍ଟରେ ସ୍କ୍ରିନିଂ ବେଳେ ସେମାନଙ୍କ ମଳାଶୟରେ…

ରାଜଧାନୀରେ ରାସ୍ତା ପାର ହେଉଥିଲେ; ୨ ଜଣଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ଟ୍ରକ୍

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ନ ରୋକି ଉକ୍ତ…

ଯୁବତୀଙ୍କ ମୃତଦେହ ଉଦ୍ଧାର ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ପଞ୍ଚାୟତ କଡ଼ୁରାହା ପଙ୍ଗାପଡା ଗାଁରେ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ପୁଲିସ ଜବତ କରିଥିଲା। ଯୁବତୀଙ୍କ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଯୁବକ ସତ୍ୟବାନ କହଁରକୁ ଆଜି ଗିରଫ…

ଚାକିରି ଦେବା ନାମରେ ୧୭ ଲକ୍ଷ ଟଙ୍କା ଠକେଇ, ଗିରଫ ହେଲେ ୩ ଠକ

କେନ୍ଦୁଝର : ଚାକିରି ନାଁରେ ଯୁବକ ଓ ଯୁବତୀଙ୍କ ସହ ଖେଳାଯାଉଛି ଖେଳ । ବର୍ତ୍ତମାନର ଯୁବପିଢ଼ି ଚାକିରି ଆଶାରେ ଠକାମିର ଶିକାର ହେଉଛନ୍ତି । ଦିନକୁ ଦିନ ବଢ଼ିଚାଲିଛି ଠକେଇର ମାମଲା । ଠକମାନେ ଟଙ୍କା ଲୁଟିବା ପାଇଁ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ସୁଯୋଗ ପାଇଲେ ଲୋକଙ୍କ ଠାରୁ…

ରାଜଧାନୀରେ ନକଲି NCERT ବହି ଭଣ୍ଡାର ଠାବ

ଭୁବନେଶ୍ୱର : ରାଜଧାନୀରେ ନକଲି ଏନସିଇଆରଟି ବହି । ନକଲି ଏନସିଇଆରଟି ବହି ଭଣ୍ଡାର ଠାବ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ବର ବଡ଼ଗଡ଼ ଥାନା ଅନ୍ତର୍ଗତ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବହି ଜବତ ହୋଇଛି । ଭୁବନେଶ୍ବରର ୩ଟି ସ୍ଥାନରେ ରେଡ୍…

ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ

ଯାଜପୁର: ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ । ଯାଜପୁର ରୋଡ୍ ଥାନା ବେଙ୍ଗପାଟିଆ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।ଘରେ ବାପପୁଅ ବିଦ୍ୟୁତ୍‌ କାମ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ ବାପାପୁଅ ଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର । ଗୁରୁତର ଅବସ୍ଥାରେ…