Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ହିଞ୍ଜିଳିରେ ଜିତିଲେ ନବୀନ, କଣ୍ଟାବାଞ୍ଜିରେ ବିଜେପି ପ୍ରାର୍ଥୀ ଆଗୁଆ
ଭୁବନେଶ୍ବର: ଭାଙ୍ଗିଲା ଅଢେଇ ଦଶନ୍ଧିର ପରମ୍ପରା। ଇତିହାସ ବନିବାକୁ ଯାଉଛି ଅପରାଜୟ ଓ ଅଜୟର ଟ୍ୟାଗ୍। ଓଡ଼ିଶାରେ ଭୁଷିଡ଼ିଛି ବିଜେଡି ଗଡ଼। ଷଷ୍ଠ ଥରର ରେକର୍ଡ ନୁହେଁ, ଔପଚାରିକତା ଏବେ ଇତିହାସ ପୃଷ୍ଠାରେ ସ୍ଥାନ ପାଇବାକୁ ଜଣେ ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କ କାହାଣୀ। ନବୀନ ପଟ୍ଟନାୟକଙ୍କ!-->…
ନୂଆପଡାରେ ଶରତ ପଟ୍ଟନାୟକଙ୍କ ସହ ପାରାଦ୍ବୀପରେ ହାରିଲେ ଗୀତାଞ୍ଜଳି ରାଉତରାୟ
ନୂଆପଡା/ପାରାଦ୍ବୀପ: ନୂଆପଡାରେ କାମ ଦେଲାନି ହାତ | ଏଠାରୁ ନିର୍ବାଚନ ଲଢ଼ୁଥିବା ପିସିସି ସଭାପତି ଶରତ ପଟ୍ଟନାୟକ ପରାସ୍ତ ହୋଇଛନ୍ତି | ବଡ କଥା ହେଉଛି ଯେ ସେ ସ୍ୱାଧୀନ ପ୍ରାର୍ଥୀଙ୍କଠାରୁ ବି କମ ଭୋଟ ପାଇଛନ୍ତି | ମିଳିଥିବା ସୂଚନା ମୁତାବକ ଏଠାରୁ ବିଜେଡିର ରାଜେନ୍ଦ୍ର ଢୋଲକିଆ ୬୧୮୨୨ ଭୋଟ!-->…
ରାଜ୍ୟର ୧୨ଜଣ ମନ୍ତ୍ରୀ ପରାଜିତ
ଭୁବନେଶ୍ୱର : ଚଳିତ ନିର୍ବାଚନରେ ରାଜ୍ୟର ୧୨ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି । ବିଜେପିର ସମସ୍ତ ନବାଗତ(କେବେବି ବିଧାୟକ କି ସାଂସଦ ହୋଇନାହାନ୍ତି)ଙ୍କଠୁ ଏହି ମନ୍ତ୍ରୀମାନେ ପରାଜିତ ହୋଇଛନ୍ତି । ୧୧ଜଣ ମନ୍ତ୍ରୀ ନିଜେ ଲଢ଼ୁଥିବାବେଳେ ଜଣେ ମନ୍ତ୍ରୀ ଉଷା ଦେବୀ ତାଙ୍କର ପୁଅ ଚିନ୍ମୟାନନ୍ଦ!-->…
କଟକ-ବାରବାଟୀ କଂଗ୍ରେସ ପ୍ରାର୍ଥୀନୀ ସୋଫିଆ ଫିର୍ଦ୍ଦୋସ ବିଜୟୀ
କଟକ: ବାପାଙ୍କ ଗଡରେ ବିଜୟୀ ହେଲେ ଝିଅ ସୋଫିଆ । କଟକ-ବାରବାଟୀ ବିଧାନସଭା ଗାଦି ହାତେଇଲେ କଂଗ୍ରେସ ପ୍ରାର୍ଥୀନୀ ସୋଫିଆ ଫିର୍ଦ୍ଦୋସ । ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୭, ୯୭୪ ଭୋଟ ବ୍ୟବଧାନରେ ହରାଇଛନ୍ତି ସୋଫିଆ ।
ଦିନେ ବାପାଙ୍କର ଗଡ ଥିଲା ।!-->!-->!-->…
ନୟାଗଡ ବିଜେଡି ପ୍ରାର୍ଥୀ ଅରୁଣ ସାହୁଙ୍କ ବିଜୟ
ନୟାଗଡ: ନୟାଗଡର ନିଜର ବଜାୟ ଜାରି ରଖିଲା ବିଜେଡି । ବିଜେଡି ପ୍ରାର୍ଥୀ ଅରୁଣ ସାହୁ ନୟାଗଡରେ ବିଜୟଲାଭ କରିଛନ୍ତି । ୮୧,୪୭୦ ଭୋଟ ପାଇ ସେ ବିଜେପି ପ୍ରର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପରାସ୍ତ କରିଛନ୍ତି। ତେବେ ସେଠାରେ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ!-->…
ଖୋର୍ଦ୍ଧା ଆସନରୁ ବିଜୟୀ ହେଲେ ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା: ଖୋର୍ଦ୍ଧାରୁ ଜିତିଲେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ପରାସ୍ତ କରି ବିଜୟୀ ହେଇଛନ୍ତି । ରାଜେନ୍ଦ୍ର କୁମାରଙ୍କୁ ୮ ହଜାର ୫୯୮ ଭୋଟରେ ପରାସ୍ତ କରିଛନ୍ତି ପ୍ରଶାନ୍ତ ।
ପ୍ରଶାନ୍ତ ଜଗଦ୍ଦେବ ୮୦ ହଜାର ୫୬୪ ଭୋଟ!-->!-->!-->…
ଫୁଲବାଣୀରେ ବାଜି ମାରିଲା ବିଜେପି
କନ୍ଧମାଳ: ଓଡିଶା ବିଧାନସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ଏହାରି ଭିତରେ ଫୁଲବାଣୀର ବିଜେପି ପ୍ରାର୍ଥୀ ଉମାଚରଣ ମଲ୍ଲିକ ବିଜୟୀ ହୋଇଛନ୍ତି । ଚଳିତ ନିର୍ବାଚନରେ ହାରି ଯାଇଛନ୍ତି ବିଜେଡିର ଅନେକ ହେଭି ୱେଟ୍ । ବିଜେଡିର ଜୟଶ୍ରୀ କହଁରଙ୍କୁ ହରାଇ ଉମାଚରଣ ମଲ୍ଲିକ!-->…
ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହେଲେ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: ସମ୍ବଲପୁର ଆଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ୧ ଲକ୍ଷ ୧୨ ହଜାର ୯୮୪ ଭୋଟ୍ ବ୍ୟବଧାନରେ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ବିଜୟ ହୋଇଛନ୍ତି ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ!-->!-->!-->…
ନିମାପଡ଼ାରେ ଜିତିଲେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା
ନିମାପଡା: ଶେଷରେ ବିଜେଡି ସୁପ୍ରିମୋଙ୍କ ସବୁ ରଣନୀତି ନିମାପଡ଼ାରେ ଫେଲ ମାରିଲା | ମୋଦୀଙ୍କ ହାୱା ସହ ସମୀର ଦାଶଙ୍କୁ ଅଣଦେଖା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇଛି | ସେହିପରି ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ବି ପରାଜୟର ସମ୍ମୁଖୀନ ହେବାକୁ ପଡିଛି | ମିଳିଥିବା ସୂଚନା!-->…
ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ବିଜୟ
ପିପିଲି/ଡେଲାଙ୍ଗ: ପୁରୀ ଜିଲ୍ଲାର ପିପିଲିରେ ବିଜେଡି ଯୁଗର ଅବଶାନ, ଫୁଟିଲା ପଦ୍ମ । ବିଜେପିର ଗଡ ଭାବେ ପରିଚତ ପିପିଲି ଓ ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ବିଜେପିର ବିଜୟ ହୋଇଛି ।
ବିଜେଡି ପ୍ରାର୍ଥୀ ତଥା ଦିବଙ୍ଗତ ବିଜେଡି ନତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ମାତ୍!-->!-->!-->…