Browsing Category

ଦେଶ

୧୦ ହୋଟେଲକୁ ବୋମା ଧମକ

ଭାରତୀୟ ବିମାନ ପରେ ଗୁଜରାଟର ହୋଟେଲ, ଆଉ ଏବେ ପୁଣି ଲକ୍ଷ୍ନୌର କିଛି ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି। ଲକ୍ଷ୍ନୌର ପ୍ରତିଷ୍ଠିତ ୧୦ଟି ହୋଟେଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ଇମେଲ୍ ଜରିଆରେ ହୋଟେଲଗୁଡ଼ିକୁ ବୋମା ଧମକ ମିଳିଛି। ସୂଚନା ଅନୁସାରେ, ଆଜି

ମଦ ପିଇ ପେଟ୍ରୋଲ ପମ୍ପରେ ଲଗାଇ ଦେଲେ ନିଆଁ

ପେଟ୍ରୋଲ ପମ୍ପରେ ନିଆଁ ଲଗାଇବା ଅଭିଯୋଗରେ ଜଣଙ୍କୁ ବାନ୍ଧିଛି ପୁଲିସ। ସ୍କୁଟରରେ ତେଳ ଭର୍ତ୍ତି କରିବା ସମୟରେ ଜଣେ ବ୍ୟକ୍ତି ହଠାତ୍ ପାଇପରେ ନିଆଁ ଲଗାଇ ଦେଇଥିଲେ। ମଦ ପିଇ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ହାଇଦ୍ରାବାଦର ନାଚାରାମ

ଲାଲୁଙ୍କ ପରି କପଟୀ ଦେଶରେ ଆଉ କେହି ନାହାନ୍ତି: ଲଲନ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଲଲନ ସିଂ ପୁଣି ଥରେ ଲାଲୁ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ରବିବାର ପାଟନାରେ କେନ୍ଦ୍ର ମନ୍ତ୍ରୀ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଏହି ଦେଶରେ ଲାଲୁ ଯାଦବଙ୍କଠାରୁ ବଡ଼ କପଟୀ କେହି ନାହାନ୍ତି | ସେ ଏତେ ଦିନ ଧରି

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଅଜିତ ପାୱାରଙ୍କ NCP

ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP)। ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଚାରି ଜଣଙ୍କୁ ମିଳିଛି ଟିକେଟ୍। ଏହି ତାଲିକା ସହ ଏନସିପି ୪୯ ଜଣ ପ୍ରାର୍ଥୀଙ୍କ

ଟିକେଟ୍‌ ନମିଳିବାରୁ ନବାବ ନାରାଜ, ନିର୍ବାଚନ ଲଢ଼ିବାକୁ ଜିଦ୍‌

ବାଜି ସାରିଲାଣି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବିଗୁଲ। ଆଉ ମାତ୍ର ଦିନ କେଇଟା ପରେ ପଡ଼ିବ ଭୋଟ। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କର ସେତେ ହାର୍ଟବିଟ୍‌ ବଢ଼ି ଚାଲିଛି। ମହାରାଷ୍ଟ୍ର ଦଖଲ କରିବାକୁ ଲାଗିପଡିଛନ୍ତି ସମସ୍ତେ। ତେବେ ନିର୍ବାଚନ ପୂର୍ବରୁ

ଭାରତୀୟ ଆନିମେସନ ଓ ଗେମିଂକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଆନିମେସନ ଓ ଗେମିଂ କ୍ଷେତ୍ରରେ କ୍ରାନ୍ତି ଆସିଛି। ଭାରତୀୟ ଆନିମେସନକୁ ପସନ୍ଦ କରାଯାଉଛି। ୨୮ ତାରିଖରେ ବିଶ୍ବ ଆନିମେସନ ଦିବସ ପାଳନ। ୧୧୫ତମ 'ମନ କି ବାତ୍‌' କାର୍ଯ୍ୟକ୍ରମରେ ଆନିମେସନ କ୍ଷେତ୍ରକୁ ପ୍ରଶଂସା କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରତିଶୋଧ ନେଲା ଇସ୍ରାଏଲ, ଇରାନ୍‌ ଉପରେ ୧୦୦ ଯୁଦ୍ଧ ବିମାନରେ କଲା ଏୟାର ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ : ଅଶାନ୍ତ ମଧ୍ୟପ୍ରାଚ୍ୟ। ବଢ଼ି ଚାଲିଛି ଯୁଦ୍ଧ ସ୍ଥିତି। ପାଟଲା ଆକ୍ରମଣ କରିଛି ଇସ୍ରାଏଲ। ଟାର୍ଗେଟ୍‌ରେ ସୈନ୍ୟ ଠିକଣା। ଇରାନ୍‌ ଉପରେ ପ୍ରତିଶୋଧ ମୂଳକ ହମ୍‌ଲା କରିଛି ଇସ୍ରାଏଲ ସେନା। ଭୋରୁ ଇରାନ୍‌ର ସୈନ୍ୟ ଅଡ୍ଡା ଉପରେ ହୋଇଛି ବୋମା ବର୍ଷା। ୧୦୦ ଯୁଦ୍ଧ ବିମାନରେ ଏୟାର

ଆପ୍‌କୁ ବିରୋଧ କରି ‘ବିଷାକ୍ତ ଯମୁନା’ରେ ବୁଡ଼ ପକାଇଲେ ବିଜେପିର ଦିଲ୍ଲୀ ମୁଖ୍ୟ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ପ୍ରଦୂଷଣ ଯୋଗୁ ବିଷାକ୍ତ ହୋଇ ଯାଇଥିବା ଯମୁନା ନଦୀରେ ଗୋଟିଏ ଥର ବୁଡ଼ ପକାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବା। ୨୦୨୫ ସୁଦ୍ଧା ଯମୁନାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ପ୍ରତିଶ୍ରୁତି ଦେଇ ଫେଲ

ପଞ୍ଚ-ତାରକା ସହ ୧୦ ହୋଟେଲକୁ ବୋମା ଧମକ

ଗାନ୍ଧୀନଗର : ଗୁଜରାଟର ରାଜକୋଟରେ ପଞ୍ଚ ତାରକା ସମେତ ୧୦ଟି ହୋଟେଲକୁ ମିଳିଛି ବୋମା ଧମକ। ବୋମା ପକାଇ ଉଡ଼ାଇ ଦେବାକୁ ଇମେଲ ଯୋଗେ ହୋଟେଲଗୁଡ଼ିକୁ ଧମକ ମିଳିଛି। ହୋଟେଲଗୁଡିକ ମଧ୍ୟରେ ଇମ୍ପେରିଆଲ୍ ପ୍ୟାଲେସ୍, ସାୟାଜୀ ହୋଟେଲ୍, ସିଜନ୍ସ ହୋଟେଲ୍ ଏବଂ ଗ୍ରାଣ୍ଡ୍ ରେଜେନ୍ସି ରହିଛି।ଇମେଲରେ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ; ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ମୁମ୍ବାଇ : ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ୨୩ ତାରିଖରେ ନିର୍ବାଚନ ଫଳାଫଳ ଆସିବ । ଏହା ପୂର୍ବରୁ ମହାରାଷ୍ଟ୍ରରେ ସରଗରମ ହେଲାଣି ରାଜନୀତି । ବିଭିନ୍ନ ରାଜନୈତିକ ଦଳମାନେ ବିଧାୟକ ପ୍ରାର୍ଥୀ ଘୋଷଣା କଲେଣି । ଏହାରି ଭିତରେ ଶନିବାର କଂଗ୍ରେସ ତା’ର ଦ୍ବିତୀୟ ପର୍ଯ୍ୟାୟ