Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବାହାରିଲା ଅଗର ମେସିନ୍ର ଭଗ୍ନାଂଶ…
ଟନେଲ ଭିତରୁ କେବେ ବାହାରିବେ ୪୧ ଶ୍ରମିକ। ଏହାକୁ ସମସ୍ତେ ଅପେକ୍ଷା କରି ରହିଛିନ୍ତି। ଏହାରି ଭିତରେ ରେସ୍କ୍ୟୁ ଟିମ୍କୁ ମିଳିଛି ଏକ ବଡ଼ ସଫଳତା। ଟନେଲ ଭିତରେ ଫଶି ରହିଥିବା ଆମେରିକା ଅଗର ମେସିନ୍ର ବ୍ଲେଡ୍କୁ ବାହାର କରାଯାଇଛି। ପ୍ଲାଜମା କଟର୍ରେ କାଟି ଏହି…
ତିନି ଛୁଆଙ୍କୁ ବିଷ ଦେଇ ଝୁଲିପଡିଲେ ଦମ୍ପତି…
କର୍ଣ୍ଣାଟକର ତୁମକୁରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ସ୍ୱାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଖଟ ଉପରେ ପଡିଛି ତିନି ପିଲାଙ୍କ ମୃତଦେହ। ଛୁଆମାନଙ୍କୁ ମାରିବା ପରେ…
KCRଙ୍କୁ ଝଟ୍କା, ନିର୍ବାଚନ ପୂର୍ବରୁ ‘ରୟତୁ ବନ୍ଧୁ’ ଯୋଜନା ସ୍ଥଗିତ…
ଆସନ୍ତା ୩୦ ତାରିଖରେ ତେଲେଙ୍ଗାନାର ସମସ୍ତ ୧୧୯ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଏଥିପାଇଁ ବିଜେପି, କଂଗ୍ରେସ ଓ ବିଆର୍ଏସ୍ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ଜୋରସୋର୍ରେ ଲାଗି ପଡିଛନ୍ତି। ତେବେ ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.…
ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା, ବଜ୍ରାଘାତରେ ୨୦ ମୃତ…
ଗୁଜରାଟରେ ଅଦିନିଆ ମେଘ ସାଙ୍ଗକୁ ପ୍ରବଳ ଘଡଘଡି। ବଜ୍ରାଘାତରେ ଗୋଟିଏ ଦିନରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଏଥିସହ ଏକର ଏକର ଜମିର ଫସଲ ନଷ୍ଟ ହୋଇଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏନେଇ ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା…
ସେନାକୁ ମିଳିବ ୧୫୬ଟି ‘ପ୍ରଚଣ୍ଡ’ ହେଲିକପ୍ଟର
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ସେନା ଓ ବାୟୁସେନାର ଶକ୍ତି ବଢ଼ିବାକୁ ଯାଉଛି। ଆସନ୍ତା ନଭେମ୍ବର ୩୦ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)ର ଏକ ବୈଠକ ବସିବ। ଏହି ବୈଠକରେ ସେନା ପାଇଁ ୧୫୬ଟି ଲଢୁଆ…
AI ଫଟୋ ଏଡିଟ୍ ଟୁଲରେ ତିଆରି ହୋଇପାରେ ପର୍ଣ୍ଣୋଗ୍ରାଫି ଚିତ୍ର
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସ୍ତୁତ ଫଟୋକୁ ନେଇ ଏବେ ସବୁଠି ଚିନ୍ତା। ବିନା ଅନୁମତିରେ ଏବେ ଯେକେହି ଯେକୌଣସି ବ୍ୟକ୍ତିଙ୍କ ଫଟୋକୁ ମନ ମୁତାବକ ଏଡିଟ୍ କରି ପକାଉଛନ୍ତି। ଯେଉଁଥିରେ ଅସଲ ଓ ନକଲ ମଧ୍ୟରେ ଫରକ ଜାଣିବା ବି କଷ୍ଟକର। ଏହାରି ମଧ୍ୟରେ ନିକଟରେ ଏକ…
କେସିଆରଙ୍କୁ ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପାଇଁ କଂଗ୍ରେସ-ବିଆରଏସ ମଧ୍ୟରେ ହୋଇଛି ଡ଼ିଲ: ଅମିତ ଶାହା
ହାଇଦ୍ରାବାଦ: ନଭେମ୍ବର ୩୦ ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଆଉ ଏଥିପାଇଁ ଏବେ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି | ଆଜି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ମକତଲରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଶାହା ବିଆରଏସ ସରକାର ଉପରେ ଆକ୍ରମଣ…
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‘ଆଦିତ୍ୟ- L1’ ମହାକାଶଯାନ…
ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‘ଆଦିତ୍ୟ- L1’ ମହାକାଶଯାନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍. ସୋମନାଥ ଏହା କହିଛନ୍ତି। ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ଅଭିଯାନ ଅଧୀନରେ ଉତ୍କ୍ଷେପଣ ହୋଇଥିଲା ‘ଆଦିତ୍ୟ- L1’, ଯାହା ବର୍ତ୍ତମାନ ନିଜର ଶେଷ…
ରେସ୍କ୍ୟୁରେ ସାମିଲ ହେବ ସେନା, ଆସିଲା ପ୍ଲାଜମା କଟର୍…
ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନରେ ସାମିଲ ହେବ ସେନା। ଶ୍ରମିକଙ୍କୁ ଟନେଲ ଭିତରକୁ ବାହାର କରିବା ପାଇଁ ଆଗେଇ ଆସିଛି ଭାରତୀୟ ସେନା। ଅନ୍ୟ ଟେକନିକାଲ୍ ଟିମ୍ ସହ ମିଶି ମାନୁଆଲ୍ ଡ୍ରିଲିଂ କରିବ ଇଣ୍ଡିଆନ୍ ଆର୍ମି। ପ୍ରଥମେ ଟେକନିସିଆନମାନେ ଫଶି ରହିଥିବା ଅଗର ମେସିନର…
ଦଳିତ ନାବାଳକକୁ ପରିସ୍ରା ପିଆଇ ନିର୍ଧୁମ ପିଟିଲେ ଲୋକେ….
ଅତ୍ୟନ୍ତ ନିର୍ମମ ଆଉ ନୃଶଂସ। ଟପିଗଲେ ସବୁ ସୀମା। ଭୁଲିଗଲେ ମଣିଷ ପଣିଆ। ଦଳିତ ନାବାଳକଙ୍କୁ ନିର୍ଧୁମ ପିଟିଲେ। କେବଳ ସେତିକି ନୁହେଁ ତାଙ୍କୁ ପରିସ୍ରା ପାଇବାକୁ ମଧ୍ୟ ବାଧ୍ୟ କଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ।
ଉତ୍ତରପ୍ରଦେଶର ଜୌନପୁର…