Browsing Category

ବିଦେଶ

ସୌର ମଣ୍ଡଳ ବାହାରେ ରହିଛି ପୃଥିବୀ ଭଳି ୫୦୦୦ରୁ ଅଧିକ ରହସ୍ୟମୟ ‘ଦୁନିଆ’ : ନାସା

ୱାଂଶିଟନ୍: ବ୍ରହ୍ମାଣ୍ଡରେ କଣ ଆମେ ଏକା ଅଛେ ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରେ । ଅନେକ ସମୟରେ ଏଲିୟନ୍ସକ ଉପସ୍ଥିତିକୁ ନେଇ ବି ବେଶ୍ ରୋଚକ ତଥ୍ୟ ଆସିଛି । ଏବେ ବୈଜ୍ଞାନିକ ଏମିତି ଗ୍ରହର ସନ୍ଧାନ କରିଛନ୍ତି ଯାହା ସୂର୍ଯ୍ୟଙ୍କ ଚାରିପଟେ ଘୁରୁଛନ୍ତି ଏବଂ ଅରବ କିଲୋମିଟର ଦୂରରେ…

ୟୁକ୍ରେନ ସହ ଯୁଦ୍ଧରେ ରୁଷ ପ୍ରାୟ ୧୦ ହଜାରରୁ ଅଧିକ ସୈନ୍ୟ ହରାଇଲାଣି

ମସ୍କୋ: ୟୁକ୍ରେନ ସହ ଯୁଦ୍ଧରେ ରୁଷ ପ୍ରାୟ ୧୦ ହଜାର ସୈନ୍ୟ ହରାଇଛି। ରୁଷ ସରକାରଙ୍କ ସମର୍ଥିତ ଗୋଟିଏ ଗଣମାଧ୍ୟମ ଏ ସମ୍ପର୍କରେ ଖବର ପ୍ରକାଶ କରିଛି। ତେବେ ରିପୋର୍ଟ ପ୍ରକାଶ ପାଇବାର କିଛି ସମୟ ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି।ହେଲେ ରିପୋର୍ଟ ପ୍ରତ୍ୟାହାର…

ଆଟମବମ୍ ଭୟ: ସାଇବେରିଆ ବଙ୍କରରେ ଅଛନ୍ତି ପୁତିନଙ୍କ ପରିବାର

ନୂଆଦିଲ୍ଲୀ : ଯୁଦ୍ଧ ଥମୁନି କିମ୍ବା ନିଷ୍କର୍ସ ଛିଡୁନି । ଦିନକୁ ଦିନ ବଢିବାରେ ଲାଗିଛି ଆଣବିକ ଆକ୍ରମଣର ବିପଦ । ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରିବାରକୁ ନେଇ ମଧ୍ୟ ଲାଗି ରହିଛି ସସପେନ୍ସ । ପ୍ରାୟ ୪ ସପ୍ତାହ ଧରି ଯୁଦ୍ଧ ଜାରି ରହିଥିବାବେଳେ ଉଭୟ ଦେଶର ହଜାର ହଜାର ସେନା…

ଭାରତର ବିଦେଶ ନୀତିକୁ ପ୍ରଶଂସା କଲେ ଇମ୍ରାନ

ନୂଆଦିଲ୍ଲୀ: ଚୌକି ହରାଇବା ବେଳେ ମନେ ପଡିଲା ଭାରତ କଥା। ସଙ୍କଟ ବେଳେ ଭାରତକୁ ପ୍ରଶଂସା କଲେ ପାକିସ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଭାରତର ସ୍ୱତନ୍ତ୍ର ବିଦେଶ ନୀତିକୁ ସେ ପ୍ରଶଂସାରେ ପୋତି ପକାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ କଡା ସମାଲୋଚନା କରୁଥିବା ଇମ୍ରାନ୍‌…

ସାମ୍ନାକୁ ଆସିଲା ବିମାନ କ୍ରାଶ ବେଳର ଭିଡିଓ, ସମସ୍ତ ୧୩୨ ମୃତ!

ବେଜିଂ: ଚାଇନାର ବୋଇଂ ୭୩୭ ବିମାନ କ୍ରାଶ କରିବା ବେଳର ଭିଡିଓ ସାମ୍ନାକୁ ଆସିଛି। ପାହାଡ଼ ଉପରେ ଏହା କ୍ରାଶ କରିବା ପୂର୍ବରୁ ତଳ ମୁହାଁ ହୋଇ କେମିତି ଦ୍ରୁତ ଗତିରେ ତଳକୁ ଖସିଥିଲା, ତା’ହା କ୍ୟାମେରାରେ କଏଦ ହୋଇଛି। କ୍ରାଶ ପରେ ବିମାନଟି ସଂପୂର୍ଣ୍ଣ ଭାବେ ନିଆଁ ଲାଗି ଜଳି ଯାଇଛି।ଦୁର୍ଘଟଣା…

ଆଣ୍ଡାମାନରେ ବାତ୍ୟା ‘ଆସନୀ’ର ପ୍ରଭାବ, ଅନେକ ସ୍ଥାନରେ ବର୍ଷା-ପବନ ଜାରି

ନୂଆଦିଲ୍ଲୀ ୨୦।୩: ସାମୁଦ୍ରିକ ଝଡ଼ ଆସନୀ ପ୍ରଭାବରେ ରବିବାର ଆଣ୍ଡାମାନ ଏବଂ ନିକୋବାରରେ କିଛି ସ୍ଥାନରେ ବର୍ଷା ସହ ପବନ ବୋହିବା ଆରମ୍ଭ ହୋଇଛି। ଫଳରେ ସେଠାରେ ଜନଜୀବନ ପ୍ରଭାବିତ ହୋଇଛି । ପ୍ରଶାସନିକ ଅଧିକାରୀ କହିଛନ୍ତି ବର୍ଷର ପ୍ରଥମ ସାମୁଦ୍ରିକ ଝଡ ଆଣ୍ଡାମାନ ଦ୍ୱୀପ ଆଡକୁ ମାଡି ଆସୁଛି।…

ଏପ୍ରିଲରେ ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ-ଇସ୍ରାଏଲ୍ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ୍ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୩୦ ତମ ବାର୍ଷିକୀ ପାଳନ ପାଇଁ ସେ ଏପ୍ରିଲ୍ ପ୍ରଥମ ସପ୍ତାହରେ ଭାରତ ଗସ୍ତ କରିବେ। ନବସୃଜନ ଏବଂ…

ସୋମବାର ପହଞ୍ଚିବ ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନଙ୍କ ମୃତଦେହ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନଙ୍କ ମୃତଦେହ ସୋମବାର ବାଙ୍ଗାଲୁରୁରେ ପହଞ୍ଚିବ । କର୍ଣ୍ଣାଟକର ହାଭେରୀରେ ରହୁଥିବା ନବୀନ ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଏମବିବିଏସ ଛାତ୍ର ଥିଲେ । ତାଙ୍କ ପିତା ନବୀନଙ୍କ ଶରୀର ଦାନ କରିବାକୁ…

ପାକିସ୍ତାନର ସିଆଲକୋଟ ମିଲିଟାରୀ ବେସ ନିକଟରେ ଭୟଙ୍କର ବିସ୍ଫୋରଣ

ଇସଲାମାବାଦ: ଭୟଙ୍କର ବିସ୍ଫୋରଣରେ ଦୋହଲିଲା ପାକିସ୍ତାନ। ଆଜି ସକାଳେ ପାକିସ୍ତାନର ସିଆଲକୋଟ ମିଲିଟାରୀ ବେସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ପାକିସ୍ତାନ ସିଆଲକୋଟ ସ୍ଥିତ ମିଲିଟାରୀ ବେସ୍‌ରେ ଥିବା ଅସ୍ତ୍ର ଡିପୋରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଇଛି। ବିସ୍ଫୋରଣ…

ୟୁରୋପର ସର୍ବବୃହତ୍‌ ଇସ୍ପାତ କାରଖାନା ଧ୍ବଂସ

କିବ୍‌: ୟୁକ୍ରେନୀୟ ବନ୍ଦର ନଗରୀ ମାରିଉପୋଲ୍‌ ଦଖଲ କରିବାକୁ ଯାଇ ରୁଷୀୟ ସୈନିକମାନେ ସେଠାରେ ଥିବା ୟୁରୋପ୍‌ର ବୃହତ୍ତମ ଲୁହା ଏବଂ ଇସ୍ପାତ୍‌ କାରଖାନା 'ଅଜୋଭସ୍ତାଲ୍‌'କୁ ବିଧ୍ବସ୍ତ କରି ପକାଇଛନ୍ତି ବ‌ୋଲି ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କୋ…