Browsing Category

ବିଦେଶ

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ପାଇଁ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ କାମଚଳା ପ୍ରଧାନମନ୍ତ୍ରୀ ଭାବେ ସୁପାରିଶ ହୋଇଛି। ଗୁଲଜାରଙ୍କୁ ଏହି ଦାୟିତ୍ୱ ପାଇଁ ବିଦାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମନୋନିତ କରିଛନ୍ତି। ପାକିସ୍ତାନ୍ ତେହେରିମକ୍‌-ଇ-ଇନ୍‌ସାଫ(ପିଟିଆଇ)ର ନେତା ଫୱାଦ୍‌…

ଅଣ୍ଡା ଗୋଟା ୩୦ ଟଙ୍କା, ଚାଉଳ କେଜି ୨୦୦

କଲମ୍ବୋ : ଘୋର ଆର୍ଥିକ ବିପର୍ଯ୍ୟୟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀଙ୍କ ପାଇଁ ଏବେ ମହଙ୍ଗା ମାଡ଼ ଅସହ୍ୟ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ନିଆଁ ଲାଗିଛି। ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆର୍ଥିକ ସଙ୍କଟରୁ ଦେଶରେ ସଷ୍ଟି ହୋଇଥିବା ଆନ୍ଦୋଳନକୁ ପ୍ରତିହତ ପାଇଁ ସେଠିକାର ସରକାର…

ଚୀନରେ କରୋନା ଭୟଙ୍କର : ବାପା-ମାଆଙ୍କ ଠାରୁ ଅଲଗା କରି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି ପିଲାମାନଙ୍କୁ

ନୂଆଦିଲ୍ଲୀ ,୦୨।୦୪: ଚୀନରେ ପୁଣି ଥରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ସବୁଠୁ ଅଧିକ ଜନସଂଖ୍ୟା ଥିବା ସହର ସଂଘାଇରେ ରେକର୍ଡ କରୋନା ମାମଲା ଚିହ୍ନଟ ହୋଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ମାମଲା ହ୍ରାସ କରିବା ପାଇଁ ପ୍ରଶାସନ ପକ୍ଷରୁ…

ଯୁଦ୍ଧ ସତ୍ତ୍ବେ ରୁଷ ଭିତରେ ପୁଟିନଙ୍କ ଲୋକପ୍ରିୟତା ବଢୁଛି : ସର୍ଭେ

ନ୍ୟୁୟର୍କ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ବିଶ୍ବରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଲୋକପ୍ରିୟତା ହ୍ରାସ ପାଇଛି । ପାଶ୍ଚାତ୍ୟ ଗଣମାଧ୍ୟମ ତାଙ୍କୁ ଜଣେ ଖଳନାୟକ ଓ ହିଟଲରଙ୍କ ପରି ଏକଛତ୍ରବାଦୀ ରୂପେ ଚିତ୍ରିତ କରିବାକୁ ଉଦ୍ୟମ ଜାରି ରଖିଛି । କିନ୍ତୁ ରୁଷ ଭିତରେ…

ରୁଷ ତେଲ ଡିପୋ ଉପରେ ବୋମା ପକାଇଲା କିଏ ?

ମସ୍କୋ : ଶୁକ୍ରବାରଦିନ ରୁଷ ସହର ବେଲଗୋରୋଡସ୍ଥିତ ଏକ ତେଲ ଡିପୋ ଉପରେ ଆକ୍ରମଣ କରାଯାଇଥିବା ରୁଷ ଦାବି କରିଥିଲା । କିନ୍ତୁ ରୁଷର ଏହି ଦାବିକୁ ଖଣ୍ଡନ କରିଛି ୟୁକ୍ରେନ । ୟୁକ୍ରେନର ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି ଯେ ଏହି ଆକ୍ରମଣ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ।…

ଚୀନ ଆକ୍ରମଣ କଲେ କ’ଣ ରୁଷ ଭାରତର ସହାୟତା କରିପାରିବ ? ଆମେରିକାର ପ୍ରଶ୍ନ

ନୂଆଦିଲ୍ଲୀ : ଗୁରୁବାର ରାତିରେ ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଇଭାନୋଭ ଭାରତ ଗସ୍ତରେ ଆସିବାକୁ ଥିବାରୁ ତାପୂର୍ବରୁ ଆମେରିକା ନିଜର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲିପ୍ ସିଂଙ୍କୁ ଭାରତ ପଠାଇଛି । ରୁଷ ଉପରେ ନିର୍ଭର ରହିବା ଭାରତର ସୁରକ୍ଷା ପାଇଁ ବିପଜ୍ଜନକ ହୋଇପାରେ ବୋଲି ସେ…

ଆରମ୍ଭ ହେବା ମାତ୍ରେ ମୁଲତବୀ ହେଲା ପାକିସ୍ତାନ ସଂସଦ, ଝୁଲିଲା ଇମ୍ରାନ ଖାନଙ୍କ ଭାଗ୍ୟ

ଇସଲାମାବାଦ: ଅନାସ୍ଥା ପ୍ରସ୍ତାବ ଭିତରେ ଫସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ତାରିଖ ଯାଏ ଆଶ୍ୱସ୍ତି ମିଳିଛି। ଆଜି ପାକିସ୍ତାନ ସଂସଦର କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ମାତ୍ର କିଛି ମିନିଟରେ ଏହାକୁ ରବିବାର ଯାଏ ମୁଲତବୀ ଘୋଷଣା କରାଯାଇଛି। ଫଳରେ ଅନାସ୍ଥା ପ୍ରସ୍ତାବ…

ଯୁଦ୍ଧ ଅବସାନ ନେଇ ଆଶା : ଉତ୍ତର-ୟୁକ୍ରେନରେ ସାମରିକ ଅଭିଯାନ କମାଇବାକୁ ରୁଷର ଘୋଷଣା

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ନିରାଶା ମଧ୍ୟରେ କିଛିଟା ଆଶାଜନକ ଖବର ମିଳିଛି । ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ରୁଷ ସଂକେତ ଦେଇଛି । ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାରେ କିଛିଟା ଅଗ୍ରଗତି…

ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ୫୦ ଗାଡି

ୱାଶିଂଟନ୍‌: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୁହାଁମୁହିଁ ହେଲେ ଗୋଟିଏ ପରେ ଗୋଟିଏ ଗାଡି। ପାଖାପାଖି ୫୦ରୁ ୬୦ ଗାଡି ପରସ୍ପର ଧକ୍କା ହୋଇଛନ୍ତି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆମେିକାର…

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଭାରତ ନିନ୍ଦା କରିବା ଉଚିତ : ଆମେରିକୀୟ ସାଂସଦ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୩୩ଦିନ ବିତିଥିଲେ ବି ଚୁପ ରହିଛି ଭାରତ। ଆମେରିକା ସମେତ ଅନ୍ୟ ଦେଶ ରୁଷ ଉପରେ ଅନେକ କଟକଣା ଲଗାଇଥିବା ବେଳେ ଭାରତ କୌଣସି ପ୍ରତିକ୍ରିୟା ଦେଉନାହିଁ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା ଆଶା କରିଥିଲା ​​ଯେ ଆନ୍ତର୍ଜାତୀୟ ଫୋରମରେ ଭାରତ ରୁଷକୁ ବିରୋଧ…