Browsing Category

ବିଦେଶ

ରୁଷ, ୟୁକ୍ରେନରୁ ଆସୁନି ଗହମ ; ଭାରତରୁ ୧୦ ଲକ୍ଷ ଟନ ଗହମ କିଣିବ ଇଜିପ୍ଚ

ନୂଆଦିଲ୍ଲୀ : ଭାରତରୁ ଗହମ ଆମଦାନି କରିବାକୁ ନିଷ୍ପତ୍ତି ନେଇଛି ଆଫ୍ରିକୀୟ ଦେଶ ଇଜିପ୍ଟ । ଏହି ଦେଶ ପୂର୍ବରୁ ରୁଷ ଓ ୟୁକ୍ରେନରୁ ଗହମ ଆମଦାନି କରୁଥିଲା । କିନ୍ତୁ ଯୁଦ୍ଧ ଆରମ୍ଭ ହେବା ପରେ ସେସବୁ ଦେଶରୁ ଗହମ ଯୋଗାଣ ବନ୍ଦ ହୋଇଯାଇଛି । ଏହି କାରଣରୁ ଇଜିପ୍ଟ ଭାରତରୁ ଗହମ କିଣିବାକୁ…

ରୁଷର ସମର୍ଥନ ପାଇଁ ଚୀନକୁ ବହୁମୂଲ୍ୟ ଦେବାକୁ ପଡିବ : ଆମେରିକା

ତାଇପେଇ : ୟୁକ୍ରେନ ଯୁଦ୍ଧରେ ରୁଷକୁ ସହାୟତା କରିଥିବାରୁ ଚୀନକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ତାଇଓ୍ବାନ ଗସ୍ତରେ ଯ଼ାଇଥିବା ଆମେରିକୀୟ ସିନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି । ପୂର୍ବରୁ ମଧ୍ୟ ଆମେରିକା ଚୀନକୁ ଏହି ପ୍ରସଙ୍ଗରେ ଧମକ ଦେଇସାରିଛି ।ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ଚୀନ…

ଇସଲାମ ଅନୁସାରେ କିଛି ହେଉନି : ପାକିସ୍ତାନ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନ ହେଉଛି ଗୋଟିଏ ଇସଲାମିକ ରିପବ୍ଲିକ। କିନ୍ତୁ ଇସଲାମର ନିୟମ ଅନୁସାରେ ଏଠାରେ କିଛି ବି ହେଉନି। ଏପରି ବୟାନ ଦେଇ ସରକାର ଓ ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ କାଜି ଫୈଜ ଇସା।ପାକିସ୍ତାନ ସଂଘୀୟ ସରକାରୀ…

ଫିଲିପାଇନ୍ସ ଭୂସ୍ଖଳନ ଓ ବନ୍ୟା ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି

ଅବୁୟୋଗ: ଫିଲିପାଇନ୍ସ ଭୂସ୍ଖଳନ ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଛି। ଆହୁରି ବହୁ ମୃତଦେହ ପଙ୍କତଳେ ପୋତି ହୋଇରହିଥିବା ଗ୍ରାମମାନଙ୍କରୁ ମିଳିବା ସମ୍ଭାବନା ରହିଛି। ଫିଲିପାଇନ୍ସର କେନ୍ଦ୍ରୀୟ ପ୍ରାନ୍ତର ଲେଟି ଏହି ବିପର୍ଯ୍ୟୟରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରୀୟ ପ୍ରାନ୍ତ…

ଛାୟାପଥରେ ପୃଥିବୀ ଭଳି ଘର ଖୋଜିବ ଚାଇନା

ନୂଆଦିଲ୍ଲୀ: ନୂଆ ଘର ଖୋଜିବ ଚାଇନା। ପୃଥିବୀ ତଥା ସୌରମଣ୍ଡଳ ବାହାରେ ସେ ଏହି ଦୁନିଆ ଖୋଜିବ। ଆଧୁନିକ ବୈଜ୍ଞାନିକ ଜ୍ଞାନ କୌଶଳ ବ୍ୟବହାର କରି ଏହି ଘର ଖୋଜାଯିବ।ରିପୋର୍ଟ ମୁତାବକ, ଅନ୍ତରୀକ୍ଷରେ ନିଜର ନୂଆ ଘର ଖୋଜିବାକୁ ଚାଇନା ଚନ୍ଦ୍ର ଓ ମଙ୍ଗଳ ବାହାରକୁ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ…

ଚୀନରେ କରୋନାର ଉଗ୍ର ରୂପ

ବେଜିଂ: ଭୟଙ୍କର ହେଲାଣି ଭାଇରସ। ଦେଖାଇଲାଣି ଉଗ୍ର ରୂପ। ମହାମାରୀକୁ ନେଇ ଚୀନ୍‌ରେ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ କାବୁ କରିବା ପାଇଁ ଡ୍ରାଗ୍‌ନର ଫେଲ୍‌ ମାରିଛି ସବୁ ଚାଲ୍‌। ଏଠାରେ ଜିରୋ କୋଭିଡ ପଲିସି ବି କମା ଦେଉନି। କରୋନାର ଉତ୍ପତି ସ୍ଥଳ…

ପ୍ରଥମଥର ‘ପୁଟିନଙ୍କ ଯୁଦ୍ଧ’କୁ ନରସଂହାର ବୋଲି କହିଲେ ରାଷ୍ଟ୍ରପତି ବାଇଡେନ

ୱାଶିଂଟନ: ରୁଷ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ କରୁଥିବା ଯୁଦ୍ଧକୁ ବାଇଡେନ ପ୍ରଥମଥର ପାଇଁ ନରସଂହାର ଭାବେ ଅବିହିତ କରିଛନ୍ତି। ୟୁକ୍ରେନରେ ପୁଟିନ ସେନା ନରସଂହାର କରୁଛି ବୋଲି…

ମାରିୟୁପୁଲକୁ ଦଖଲ କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣକୁ ୬ ସପ୍ତାହ ବିତିଲାଣି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଥମୁନଥିବା ବଳେ ରୁଷ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ଘମାଘୋଟ୍‌ ଯୁଦ୍ଧ ମଧ୍ୟରେ ବନ୍ଦର ସହର ମାରିୟୁପୁଲକୁ ଦଖଲ କରିନେଇଛି ରୁଷ। ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ଅଞ୍ଚଳ ଦଖଲ କରି ଚାଳିଥିବା ରୁଷ…

କିଭ୍‌ର ମଶାଣୀରୁ ୧୨୨୨ ମୃତଦେହ ଉଦ୍ଧାର

କିଭ୍: ଋଷ ୟୁକ୍ରେନ୍ ଯୁଦ୍ଧରେ କିଭ୍‌ର ଏକ ମଶାଣୀରୁ ୧୨୨୨ ମୃତଦେହ ଉଦ୍ଧାର ହେବା ପରେ ଆହୁରି ଆକ୍ରମଣାତ୍ମକ ହୋଉଛି ୟୁକ୍ରେନ୍। ଜୀବନ ଯିବ ପଛେ ସମ୍ମାନ ଛାଡ଼ିବେ ନାହିଁ ଜେଲେନ୍‌ସ୍କି। ଏଥିପାଇଁ ଯୁଦ୍ଧ ଆହୁରି ଚତୁରତାର ସହ ଆହୁରୀ ତୀବ୍ର କରିବାକୁ ୟୁକ୍ରେନ୍ ଯୋଜନା କରୁଛି। ଏପଟେ ଋଷ ମଧ୍ୟ…

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ୍

ପାକିସ୍ତାନରେ ଶେଷ ହେଲା ଇମ୍ରାନ୍ ଖାନ୍‌ଙ୍କ ଯୁଗ ଆରମ୍ଭ ହେଲା ଶେହବାଜ୍ ସରିଫ୍‌ଙ୍କ ଯୁଗ । ଆଜି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି ପିଏଏମ୍‌ଏଲ୍‌-ଏନ୍ ପାର୍ଟି ସଭାପତି ଶେହବାଜ୍ ସରିଫ୍ । ପାକିସ୍ତାନ ସଂସଦରେ ଆଜି ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରି ଶେହବାଜ୍…