Browsing Category

ବିଦେଶ

ଫ୍ରିଜ ଭିତରେ ରହି ଯାଇଥିବା ହେତୁ ଭୂସ୍ଖଳନରୁ ବଞ୍ଚିଗଲା ୧୧ବର୍ଷର ବାଳକ

ନୂଆଦିଲ୍ଲୀ: ଫିଲିପାଇନ୍ସରେ ଦିନସାରା ଫ୍ରିଜ୍ ଭିତରେ ରହିବା ପରେ ଜଣେ ୧୧ ବର୍ଷର ବାଳକ ଭୂସ୍ଖଳନରୁ ବଞ୍ଚି ଯାଇଥିବା ଖବର ମିଳିଛି। ଗତ ଶୁକ୍ରବାର ଦିନ ସିଜେ ଜେସ୍ମେ ନାମକ ବାଳକ ନିଜ ପରିବାର ସହିତ ଘରେ ଥିବା ବେଳେ ଫିଲିପାଇନ୍ସର ବେବେ ସିଟିରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହି…

ବନ୍ଦର ସହର ମାରିୟୁପୋଲ ଏବେ ସ୍ୱାଧୀନ: ପୁଟିନ୍‌

କିଭ୍‌: ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନ୍‌ର ବନ୍ଦର ସହର ମାରିୟୁପୋଲକୁ ନିଜ ଦଖଲକୁ ନେଇଛି ରୁଷ। ଏ ସମ୍ପର୍କରେ ଆକ୍ରମଣକାରୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଔପଚାରିକ ଭାବେ ଘୋଷଣା କରିଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ସୋହିଗୁ ପୁଟିନଙ୍କୁ ଜଣାଇଥିଲେ। ତେବେ…

ଅବୁ ସାଲେମର ଆବେଦନ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅବୁ ସାଲେମ ୨୫ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ବିରୋଧରେ କରିଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ ଉକ୍ତ ଆବେଦନକୁ କେନ୍ଦ୍ର ସରକାର ଅସାମାନ୍ୟ ବୋଲି କହିଛନ୍ତି। ଏଥିସହ ଏହି ଘଟଣାର ନିଷ୍ପତ୍ତି କେନ୍ଦ୍ର ସରକାର ସମୟ ଆସିଲେ ନେବେ ବୋଲି…

ଶାହବାଜଙ୍କ ମନ୍ତ୍ରିମଣ୍ଡଳରେ ମହିଳାମାନଙ୍କୁ ଦିଆଗଲା ବଡ଼ ପଦବୀ, ହିନା ରବ୍ବାନୀ ହେଲେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ

ଇସଲାମାବାଦ: ଇମ୍ରାନ ସରକାରର ପତନ ଘଟିବା ପରେ ଏବେ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍। କ୍ଷମତାକୁ ଆସିବା ପ‌ରେ ଆଜି ଶାହବାଜଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି। ପାକିସ୍ତାନ ସଂସଦର ଅଧ୍ୟକ୍ଷ ସାଦିକ ସଞ୍ଜାରାଣୀ ସମସ୍ତଙ୍କୁ ଶପଥ…

ରୁଷ ସ୍ଥିତି ଅସମ୍ଭାଳ, ଭାରତକୁ ମାଗିଲା ମେଡିକାଲ ସାମଗ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ସ୍ଥିତି ଏବେ ଅସମ୍ଭାଳ ହେବାକୁ ଲାଗିଲାଣି। ଆମେରିକା ସମେତ ବିଭିନ୍ନ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ କଟକଣା ଲଗାଇଥିବାରୁ ମସ୍କୋରେ ବିଭିନ୍ନ ସାମଗ୍ରୀର ଅଭାବ ଦେଖାଗଲାଣି। ବିଶେଷ କରି ମେଡିକାଲ ଇକ୍ୟୁପମେଣ୍ଟ ବା ଚିକିତ୍ସା ସଂଶାଧନର ଅଭାବ ରୁଷ…

ଶ୍ରୀଲଙ୍କାକୁ ଭାରତର ସହାୟତା, ପ୍ରଶଂସା କଲା ଆଇଏମଏଫ

ୱାଶିଂଟନ: ଅର୍ଥନୀତିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାକୁ ପଡ଼ୋଶୀ ଭାରତ ସବୁ ପ୍ରକାରର ସହାୟତା କରୁଛି। ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ତୈଳ ଭଳି ଜରୁରୀ ଜିନିଷ ଭାରତ ସରକାର ଶ୍ରୀଲଙ୍କାକୁ ପଠାଉଛନ୍ତି। ଭାରତର ଏପରି ସହାୟତାକୁ ଆଇଏମଏଫର ଏମଡି କ୍ରିଷ୍ଟାଲିନା…

ଜେଲେନସ୍କିଙ୍କ ମୋହ ଭଙ୍ଗ: କହିଲେ ବିଶ୍ୱର ଆଉ କାହାକୁ ବିଶ୍ୱାସ ନାହିଁ

କିଭ୍‌: ଆକ୍ରମଣମାରୀ ରୁଷ ବିରୋଧରେ ବାରମ୍ବାର ସାହାଯ୍ୟ ସହାୟତା ପାଇଁ ବିଶ୍ୱ ସମୁଦାୟକୁ ନିବେଦନ କରି ଶେଷରେ ନିରାଶ ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲରଦିମିର ଜେଲେନସ୍କି। ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଯାହା କିଛି ସାହାଯ୍ୟ ସହାୟତା ମିଳିଛି ତାହା ଆଶାନୁରୂପକ ନୁହଁ। ଏମିତି ଯେଉଁ ନାଟୋ…

ସପିଂ ମଲ୍‌ରେ ଗୁଳିମାଡ଼, ୧୨ ଆହତ

ୱାଶିଂଟନ: ସପିଂ ମଲ୍‌ରେ ଆଖିବୁଜା ଗୁଳିମାଡ। କିଛି ଦୁର୍ବୃତ୍ତ ସପିଂ ମଲ୍‌ ଭିତରେ ପଶି ଲୋକଙ୍କ ଉପରକୁ ଗୁଳିମାଡ କରିଛନ୍ତି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ଏଭଳି କିଛି ଘଟଣା ଘଟିଛି ଆମେରିକାର ସାଉଥ କ୍ୟାରୋଲିନା ସ୍ଥିତ କଲମ୍ବିଆନ୍‌ ସହରର ଏକ ମଲ୍‌ରେ।ସାଉଥ କାରୋଲିନାର କଲମ୍ବିଆନ୍‌ ସହରରେ…

ପାକିସ୍ତାନର ପଞ୍ଜାବ ବିଧାନସଭାରେ ଉପବାଚସ୍ପତିଙ୍କ କେଶ ଟାଣିବା ସହ ପିଟିଲେ ପିଟିଆଇ ନେତା

ଲାହୋର: ଶନିବାର ଦିନ ପାକିସ୍ତାନର ପଞ୍ଜାବ ବିଧାନସଭାରେ ଇମ୍ରାନ ଖାନଙ୍କ ଦଳ ପିଟିଆଇର ନେତାମାନେ ସୀମା ଟପିଯାଇଛନ୍ତି । ବିଧାନସଭାରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ପିଟିଆଇ ନେତାମାନେ ଉପ ବାଚସ୍ପତି ମହମ୍ମଦ ମଜ୍ରିଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ପିଟିଆଇ…

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ ରୁଷ ମନା

ମସ୍କୋ: ଏଣିକି ଆଉ ରୁଷ ଯାଇ ପାରିବେନି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ। ବୋରିସ ଜନସନ୍‌ଙ୍କୁ ଏବେ ମସ୍କୋ ମନା। କେବଳ ବୋରିସ ଜନସନ୍‌ ନୁହନ୍ତି, ଅନେକ ଶୀର୍ଷ ଅଧିକାରୀମାନଙ୍କୁ ମଧ୍ୟ ରୁଷରେ ପ୍ରବେଶ ବାରଣ କରାଯାଇଛି। ଏଭଳି କଡା ପ୍ରତିବନ୍ଧକ ଲଗାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌…