Browsing Category

ବିଦେଶ

ୟୁକ୍ରେନ୍‌ର ସ୍କୁଲ ଉପରେ ରୁଷର ବୋମା ମାଡ଼: ୬୦ ମୃତ

କିଭ୍‌: ୟୁକ୍ରେନ୍ ଉପରେ ଆକ୍ରମଣକୁ ଅଧିକ ଯୋରଦାର କରିଛି ରୁଷ। ପୂର୍ବ ୟୁକ୍ରେନ୍‌ର ଲୁହାନ୍ସକ୍‌ରେ ଏକ ସ୍କୁଲ ଉପରେ ବୋମା ମାଡ଼ କରିବାରୁ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସ୍ଥାନୀୟ ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟପାଳ ସେରହିୟ ଗାଇଡାଇ କହିଛନ୍ତି ଯେ, ରୁଷର ସୈନ୍ୟମାନେ ଶନିବାର…

ଉନ୍ନତ ଭିତ୍ତିଭୂମି ଯୋଗୁଁ ଚୀନ ସେନା ସହଜରେ ଆମ ସୀମାରେ ପହଞ୍ଚିପାରୁଛି : ରାଜନାଥ

ନୂଆଦିଲ୍ଲୀ : ଉତ୍ତରାଞ୍ଚଳ ସେକ୍ଟରରେ ଚୀନ ସେନାର ଉପସ୍ଥିତି ସମ୍ପର୍କରେ ଭାରତ ଅବଗତ ଅଛି । ଉନ୍ନତ ନିର୍ମାଣ ପ୍ରଯୁକ୍ତି ବ୍ୟବହାର କରି ସେମାନଙ୍କ ପଟେ ହୋଇଥିବା ଭିତ୍ତିଭୂମି ବିକାଶ ଯୋଗୁଁ ସେମାନେ ସହଜରେ ହିମାଳୟ ପାର୍ବତ୍ୟାଞ୍ଚଳରେ ପହଞ୍ଚିପାରୁଛନ୍ତି ।ଆମ ପଟେ ମଧ୍ୟ ଉନ୍ନତ ଟେକନଲୋଜୀ…

ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି ଘୋଷଣା

କଲମ୍ବୋ: ଶ୍ରୀଲଙ୍କାରେ ପୁଣି ଘୋଷଣା ହେଲା ଏମରଜେନ୍ସି। ସରକାର ବିରୋଧୀ ବିରୋଧର ମୁକାବିଲା ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପାଞ୍ଚ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପୁଲିସ ଓ ସୁରକ୍ଷାବାହିନୀକୁ ସ୍ୱତନ୍ତ୍ର…

ନିଜକୁ ଗଧ ସହ ତୁଳନା କଲେ ଇମ୍ରାନ ଖାନ, ଭିଡିଓ ଭାଇରାଲ

ଇସଲାମାବାଦ: ପୁଣିଥରେ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ କୌଣସି ଭଲ କାମ ନୁହେଁ, ବରଂ କଥା ଛଳରେ ସେ ନିଜକୁ ଗଧ ସହ ତୁଳନା କରି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ଇମ୍ରାନ ଖାନ ଗଧ ସବୁବେଳେ ଗଧ ହୋଇ ରହିବ ବୋଲି କହିବା ବେଳର ଭିଡିଓ ମଧ୍ୟ…

ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ମିଳିତ ବିବୃତିରେ କହିଲେ ମୋଦୀ ଓ ମାକ୍ରନ

ପ୍ୟାରିସ୍‌: ଭାରତ ଏବଂ ଫ୍ରାନ୍ସ ପକ୍ଷରୁ ଏକ ମିଳିତ ବିବୃତିରେ ୟୁକ୍ରେନବାସୀଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ବନ୍ଦ କରିବାକୁ ବୁଧବାର ପୁଣିଥରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଡ଼ୋଶୀ ଦେଶ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଅତ୍ୟନ୍ତ ନିନ୍ଦା କରିଛନ୍ତି।ୟୁକ୍ରେନ୍‌ରେ…

କଳା ସାଗରରେ ରୁଷ ଡଙ୍ଗାକୁ ଉଡ଼ାଇଲା ୟୁକ୍ରେନ

କିଭ୍: କଳା ସାଗରରେ ଥିବା ସ୍ନେକ ଦ୍ୱୀପପୁଞ୍ଜରେ ପ୍ୟାଟ୍ରୋଲିଂ କରୁଥିବା ରୁଷର ଦୁଇଟି ଡଙ୍ଗାକୁ ଉଡ଼ାଇ ଦେଇଛି ୟୁକ୍ରେନ। ଡ୍ରୋନ୍‌ ଦ୍ୱାରା ୟୁକ୍ରେନ ସେନା କରିଥିବା ହମଲାରେ ରୁଷର ଦୁଇଟି ଯାକ ଡଙ୍ଗା ଧ୍ୱଂସ ହୋଇଯିବା ସହ ପାଣିରେ ବୁଡ଼ି ଯାଇଛି। ଏ ସମ୍ପର୍କରେ ୟୁକ୍ରେନ ପ୍ରତିରକ୍ଷା…

ରୁଷ୍‌କୁ ଏକଘରିଆ କରିବା ଲାଗି ଜି-୭ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବ ଜର୍ମାନି

ବ୍ଲୁମ୍‌ବର୍ଗ: ରୁଷ୍‌କୁ ଏକଘରିଆ କରିବାର ଉଦ୍ୟମସ୍ବରୂପ ଆସନ୍ତା ମାସରେ ‘ଗ୍ରୁପ୍‌ ଅଫ୍‌ ସେଭେନ୍‌ ଲିଡର୍ସ’ର ଶିଖର ବୈଠକକୁ ବିଶେଷ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିବା ଲାଗି ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୋଲ୍‌ସ୍‌ ଯୋଜନା କରୁଛନ୍ତି।ପାଳି ଅନୁଯାୟୀ…

‘କ୍ୟାନ୍‌ସର୍‌ ସର୍ଜରି’ କରାଇବାକୁ ଯିବେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌: ରିପୋର୍ଟ

ମସ୍କୋ: କିଛି ଦିନ ଲାଗି ପୂର୍ବତନ ‘କେଜିବି’ ମୁଖ୍ୟଙ୍କୁ କ୍ଷମତା ଦେଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ କର୍କଟ ରୋଗର ଅସ୍ତ୍ରୋପଚାର କରାଇବା ଲାଗି ଯାଇପାରନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।ତେଣୁ, ୟୁକ୍ରେନ୍‌ ଯୁଦ୍ଧ ଦାୟିତ୍ବ ଗ୍ରହଣ କରିବାକୁ ସେ…

ଗିରଫ ‌ହୋଇପାରନ୍ତି ଇମ୍ରାନ୍

ଇସଲାମାବାଦ: ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସର୍ବଶେଷ ସୂଚନା ଅନୁଯାୟୀ, ଇମ୍ରାନ ଖାନଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ। ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ବିରୋଧରେ ସ୍ଲୋଗାନ ଦେବା ମାମଲାରେ ଇମ୍ରାନ ଖାନଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ…

୨୦୭୦ ସୁଦ୍ଧା ବ୍ୟାପିବ ହଜାରେ ନୂଆ ଭାଇରସ

ୱାଶିଂଟନ: ଗୋଟିଏ କି ଦୁଇଟି ନୁହେଁ। ହଜାର ସଂଖ୍ୟାରେ ନୂଆ ଭାଇରସ ଦେଖାଦେବ। ପଶୁଙ୍କ ଠାରୁ ଏହି ରୋଗ ସଂକ୍ରମଣ ଡେଇଁ ମଣିଷଙ୍କୁ ସଂକ୍ରମିତ କରିବ। ପାଣିପାଗରେ ଦୃତ ପରିବର୍ତ୍ତନ ତଥା ତାପମାତ୍ର ବୃଦ୍ଧି ଏହି ନୂଆ ସଂକ୍ରମଣକୁ ଜନ୍ମ ଦେବ। ଏନେଇ ଏକ ବିଶେଷଜ୍ଞ କମିଟି ଅଧ୍ୟୟନରୁ ଜଣାପଡ଼ିଛି। ଏହି…