Browsing Category

ବିଦେଶ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ସଚଳ କରିବାକୁ ଚାହାନ୍ତି ନୂଆ ମାଲିକ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ବ୍ୟାନ୍‌ ହୋଇ ସାରିଥିବା ବେଳେ ଏହାକୁ ରିଷ୍ଟୋର୍‌(ପୁଣି ଥରେ ଚଳାଇବାକୁ) ଇଚ୍ଛା ପ୍ରକାଶ କରିଛନ୍ତି ଟ୍ବିଟର୍‌ର ନୂଆ ମାଲିକ ଏଲନ୍‌ ମସ୍କ। କମ୍ପାନିର କିଛି ନୀତି ଉଲ୍ଲଂଘନ କରିବା ପରେ…

୨ ବରିଷ୍ଠ ଅଧିକାରୀଙ୍କୁ ବିଦା କଲେ ଟ୍ୱିଟର ସିଇଓ

ନ୍ୟୁୟର୍କ: ପୂର୍ବ ଆକଳନ ସତ ହେଲା । ୨ ବରିଷ୍ଠ ଅଧିକାରୀଙ୍କୁ ବାହାର ରାସ୍ତା ଦେଖାଇଲା ଟ୍ୱିଟର । ଏଲନ ମସ୍କ ଟ୍ୱିଟରର ନୂଆ ମାଲିକ ହେବା ପରେ ସେ ବହୁ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇବେ ବୋଲି ପୂର୍ବାନୁମାନ କରୁଥିଲେ ବିଶେଷଜ୍ଞ। ଏହା ଏବେ ସତରେ ପରିଣତ ହୋଇଛି। ବିଦା ହୋଇଥିବା ୨…

ନାଟୋରେ ସାମିଲ ହେବାକୁ ଆବେଦନ କରିବ ଫିନଲ୍ୟାଣ୍ଡ, ରୁଷ ଅସନ୍ତୁଷ୍ଟ

କିଭ୍‌: ନର୍ଥ ଆଣ୍ଟଲାଟିକ ଟ୍ରିଟି ଅର୍ଗାନାଇଜେସନ(ନାଟୋ)ରେ ସାମିଲ ହେବା ପାଇଁ ଫିନଲ୍ୟାଣ୍ତ ଖୁବଶୀଘ୍ର ଆବେଦନ କରିବ। ସେହିପରି ସ୍ୱିଡେନ ମଧ୍ୟ କିଛି ଦିନ ମଧ୍ୟରେ ଏନେଇ ପ୍ରକ୍ରିୟା ଆରମ୍ଭ କରିବ। ୟୁକ୍ରେନ ପୂର୍ବରୁ ନାଟୋରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ଦୀର୍ଘ ୨ ମାସରୁ ଅଧିକ…

ରାଜପକ୍ଷଙ୍କୁ ଦେଶ ଛାଡ଼ିବା ମନା, ରନିଲ ବିକ୍ରମସିଂହ ହେବେ ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ। ସେ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିପାରିବେ ନାହିଁ। ରାଜପକ୍ଷଙ୍କ ସମେତ ତାଙ୍କ ପୁଅ ନମଲ ରାଜପକ୍ଷ ଓ ଅନ୍ୟ ୧୫ ଜଣଙ୍କ ଉପରେ କୋର୍ଟ ସମାନ କଟକଣା ଲାଗୁ କରିଛନ୍ତି।…

ବ୍ରେନ୍‌ ଆନିୟୁରିଜମ୍‌’ରେ ଆକ୍ରାନ୍ତ‌ ହୋଇଛନ୍ତି ଚୀନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌: ରିପୋର୍ଟ

ବେଜିଙ୍ଗ୍‌: ‘ବ୍ରେନ୍‌ ଆଜିୟୁରିଜମ୍‌’ରେ ଆକ୍ରାନ୍ତ ହେବାରୁ ୨୦୨୧ ‌ଶେଷ ଆଡ଼କୁ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ମସ୍ତିଷ୍କ ମଧ୍ୟରେ ଧମନୀ ଫୁଲି ଡେମ୍ପରୁ କୋଳିଟିଏ ଓହଳିବା ପରି…

ଶ୍ରୀଲଙ୍କାର ଗଣତନ୍ତ୍ରକୁ ପୂର୍ଣ୍ଣ ସମର୍ଥନ କରେ ଭାରତ; ସୈନ୍ୟ ପଠାଇବ ନାହିଁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ କଲୋମ୍ବୋକୁ ସୈନ୍ୟ ପଠାଉଛି ବୋଲି କଳ୍ପନାପ୍ରସୂତ ଗଣମାଧ୍ୟମ ରିପୋର୍ଟକୁ ଅଗ୍ରାହ୍ୟ କରି ଭାରତୀୟ ହାଇକମିସନ୍‌ ଆଜି କହିଛନ୍ତି ଯେ, ଭାରତ ଶ୍ରୀଲଙ୍କାର ଗଣତନ୍ତ୍ର, ସ୍ଥିରତା ଏବଂ ଆର୍ଥିକ ଅବସ୍ଥା ସୁଧାରକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି।ଟୁଇଟ୍‌ କରି…

ରୁଷ ରାଷ୍ଟ୍ରଦୂତଙ୍କ ମୁହଁକୁ ନାଲି କାଳି ମାଡ଼ 

ମସ୍କୋ: ପୋଲାଣ୍ଡରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ସର୍ଗେୟି ଆନ୍ଦ୍ରେଭଙ୍କୁ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପାଇଁ ଆୟୋଜିତ ବାର୍ଷିକ ବିଜୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଆନ୍ଦ୍ରେଭଙ୍କ ମୁହଁକୁ…

ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ: ପୁଟିନ

କିଭ୍‌: ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ । ମସ୍କୋରେ ବିଜୟ ଦିବସ ପାଳନ ଅବସରରେ ଏହା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିସହ ନିକଟରେ ଯୁଦ୍ଧ ଶେଷ ନହୋଇପାରେ । ରେଡ୍ ସ୍କୋୟରରେ ଅନୁଷ୍ଠିତ ବାର୍ଷିକି ବିଜୟ ଦିବସ ପରେଡରେ ରାଷ୍ଟ୍ରପତି ପୁଟିନ ଟେଲିଭିଜନ ଯୋଗେ ଉଦବୋଧନ ଦେଇ…

ବଞ୍ଚିବା ପାଇଁ ବାଟ ‌ଖୋଜୁଛନ୍ତି ପୂର୍ବତନ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କା ସଙ୍କଟ ଟଳିବାର ନାଁ ଧରୁନି। ଆର୍ଥିକ ଦୁଃସ୍ଥିତିରୁ ସେଠାରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେବା ପରେ ଆନ୍ଦୋଳନକାରୀମାନେ ତାଙ୍କ ବାସଭବନକୁ ଟେକାମାଡ଼ କରିବା ସହ ବୋମା ମାଡ଼ ମଧ୍ୟ କରିଥିଲେ।…

ଆଫଗାନିସ୍ତାନରେ ପ୍ରାଣ ହରାଇ ଥିବା ସାମ୍ବାଦିକ ଦାନିଶଙ୍କୁ ମିଳିଲା ପୁଲିତଜର ପୁରସ୍କାର

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଂଘର୍ଷ ବେଳେ ପ୍ରାଣ ହରାଇଥିବା ସାମ୍ବାଦିକ ଦାନିଶ ସିଦ୍ଦିକ୍‌ଙ୍କୁ ପୁଲିତଜର ପୁରସ୍କାରରେ ସମ୍ମାନିତ କରାଯାଇଛି। ଭାରତରେ କୋଭିଡ୍‌ ସମୟରେ ଉଲ୍ଲେଖନୀୟ ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଛି । ତାଙ୍କ ସହ ରଏଟର୍ସ ସାମ୍ବାଦିକ…