Browsing Category

ବିଦେଶ

ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୦ ଟଙ୍କା ଲେଖା ବଢ଼ିଲା

ଇସଲାମବାଦ: କ୍ଷମତା ପରିବର୍ତ୍ତନ ପରେ ବି ସୁଧୁରୁନି ପାକିସ୍ତାନ ସ୍ଥିତି। ଦିନକୁ ଦିନ ଅଶାନ୍ତ ହୋଇପଡ଼ୁଥିବା ପାକିସ୍ତାନର ଆର୍ଥିକ ସ୍ଥିତି ବି ବିଗିଡ଼ିବାରେ ଲାଗିଛି। ଦେଶରେ ଫୁଟିଛି ମହଙ୍ଗା ବୋମା। ଲମ୍ବ ଡିଆଁ ମାଡ଼ିଛି ପେଟ୍ରୋଲ, ଡିଜେଲ ଦର । ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା…

ୟାସିନକୁ ଦଣ୍ଡ ଦେବା ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିନ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଆତଙ୍କବାଦୀ ୟାସିନ ମଲିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଦଣ୍ଡ ଘୋଷଣା ହେବା ମାତ୍ରେ ପଡୋଶୀ ଦେଶ ପାକିସ୍ତାନରେ ଦୁଃଖର କଳା ବାଦଲ ଖେଳିଯାଇଛି | ଆଉ ଦଣ୍ଡ ଘୋଷଣା ପରେ ପାକିସ୍ତାନ…

ପେଟ୍ରୋଲ ପମ୍ପରେ ତେଲ ନାହିଁ, ଏଟିଏମରେ ଟଙ୍କା ନାହିଁ: ନିଜ ଦେଶ ପାକିସ୍ତାନର ଅବସ୍ଥା ବାବଦରେ ମୁହଁ ଖୋଲିଲେ ପୂର୍ବତନ…

ଲାହୋର: ପାକିସ୍ତାନରେ ଯଦିଓ ପ୍ରଧାନମନ୍ତ୍ରୀ ବଦଳିଛନ୍ତି, କିନ୍ତୁ ଦେଶର ଅବସ୍ଥାରେ ଏପର୍ଯ୍ୟନ୍ତ ସୁଧାର ଆସିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ପାକିସ୍ତାନରେ ଶ୍ରୀଲଙ୍କା ଭଳି ପରିସ୍ଥିତି ଘଟିବ । ତେବେ ଏହି ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର…

କ୍ୱାଡ ବୈଠକ ବେଳେ ପଇଁତରା ମାରିଲେ ଚାଇନା ଓ ରୁଷର ଯୁଦ୍ଧ ବିମାନ

ଟୋକିଓ: ଜାପାନରେ କ୍ୱାଡ ବୈଠକ ଚାଲିଥିବା ବେଳେ ସୀମା ଲଙ୍ଘିବାକୁ ଚେଷ୍ଟା କରିଛନ୍ତି ରୁଷ ଓ ଚାଇନା। ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ୪ ଦେଶର ରାଷ୍ଟ୍ର ମୁଖ୍ୟ ଜାପାନାରେ କ୍ୱାଡ ବୈଠକ କରୁଥିଲେ। ଏହି ସମୟରେ ଚାଇନା ଓ ରୁଷର ୪ଟି ଯୁଦ୍ଧ ବିମାନ ଜାପାନ ସୀମାନ୍ତର ଅତି ନିକଟରେ ଘନଘନ ପଇଁତରା…

ୟୁକ୍ରେନ୍‌ କୋର୍ଟରେ ରୁଷ ସୈନ୍ୟଙ୍କୁ ଆଜୀବନ କାରାଦଣ୍ଡ

କିଭ୍‌: ୟୁକ୍ରେନ୍‌ରେ ରୁଷ ଆକ୍ରମଣପରଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପ୍ରଥମଥର ପାଇଁ ଜଣେ ରୁଷ ସୈନ୍ୟ ୟୁକ୍ରେର ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।ଗତ ଫେବୃଆରୀ ମାସରେ ମସ୍କୋ ପକ୍ଷରୁ ଯୁଦ୍ଧ ଘୋଷଣା ପରେ…

ଭାରତକୁ ପ୍ରଶଂସା କରିବାରୁ ଇମ୍ରାନଙ୍କ ଉପରେ ରାଗିଗଲେ ମରିୟମ: କହିଲେ; ଏତେ ଯଦି ପସନ୍ଦ ତାହେଲେ ଭାରତ ପଳାଅ

ନୂଆଦିଲ୍ଲୀ: ଆମେରିକାର ଚାପ ପ୍ରୟୋଗ ସତ୍ତ୍ବେ ରୁଷ୍‌ର ରିହାତି ଦରରେ ତୈଳ କିଣି ଇନ୍ଧନ ଦର ହ୍ରାସ କରିଥିବାରୁ ଭାରତର ବୈଦେଶିକ ନୀତିକୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭୂୟସୀ ପ୍ରଶଂସା କରିଥିଲେ। ଅବାଧ ବୈଦେଶିକ ନୀତି ବଳରେ ତାଙ୍କ ସରକାର ମଧ୍ୟ ରିହାତି ଦରରେ…

ମାରିୟୁପୋଲ ନଗରୀ ଉପରେ ବିଜୟ ଘୋଷଣା କଲା ରୁଷ, ଆତ୍ମସମର୍ପଣ କଲେ ୟୁକ୍ରେନ ସୈନ୍ୟ

ମସ୍କୋ : ୟୁକ୍ରେନର ବନ୍ଦର ନଗରୀ ମାରିୟୁପୋଲକୁ ସଂପୂର୍ଣ୍ଣ ଅଧିକାର କରିନେଇଥିବା ଘୋଷଣା କରିଛି । ଏହା ସହିତ ଗତ କିଛି ସପ୍ତାହ ହେଲା ମାରିୟୁପୋଲ ଓ ଏହି ନଗରୀରେ ଥିବା ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଅଧିକାର କରିବାକୁ ରୁଷ ଚଳାଇଥିବା ସାମରିକ ଅଭିଯାନ ଶେଷ ହୋଇଛି ।ଏହି ବିଜୟ ସମ୍ପର୍କରେ ରୁଷର…

୭୬ ବର୍ଷ ବୟସରେ ତୃତୀୟ ବିବାହ କଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିବାହ ପାଇଁ କୌଣସି ବୟସ ନଥାଏ | ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି | ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଲୁଇଜ ଇନସିଓ ଲୁଲା ଡିସିଲଭା ୭୬ ବର୍ଷ ବୟସରେ ୫୫ ବର୍ଷୀୟ ରୋଜାଙ୍ଗେଲା ସିଲଭାଙ୍କୁ ବିବାହ କରିଛନ୍ତି | ରୋଜାଙ୍ଗେଲା ଜଣେ ସମାଜସେବୀ…

ଆମେରିକାରେ ଥମୁନି ହିଂସାତ୍ମକ ଘଟଣା, ଚର୍ଚ୍ଚରେ ଆଖି ବୁଜା ଗୁଳି ଚାଳନା

କାଲିଫର୍ନିଆ: ଯୁକ୍ତରାଷ୍ଟ୍ର ଆମେରିକାରେ ହିସାଂତ୍ମକ ଘଟଣା ଥମିବା ନାଁ ଧରୁନି । ଗତ ଶନିବାର ଆମେରିକାର ବଫେଲୋ ସହରସ୍ଥିତ ଏକ ସୁପର ମାର୍କେଟରେ ଆଖି ବୁଜା ଗୁଳି ଚାଳନା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର କାଲିଫର୍ନିଆର ଏକ ଚର୍ଚ୍ଚରେ ଘଟିଛି ସମାନ ଘଟଣା। ସନ୍ଦିଗ୍ଧଙ୍କ…

ଆମେରିକାର ବଫେଲୋ ସହରର ଏକ ସୁପର ମାର୍କେଟରେ ଗଣହତ୍ୟା

ନ୍ୟୁୟର୍କ: ଆମେରିକାର ବଫେଲୋ ସହରର ଏକ ସୁପର ମାର୍କେଟରେ ହୋଇଛି ଗଣହତ୍ୟା। ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୧୮ ବର୍ଷୀୟ ବନ୍ଧୁକଧାରୀ ଯୁବକ ଏହି କାଣ୍ଡ ଭିଆଇଛି। ପୁଲିସ୍ ତାକୁ ଗିରଫ କରିଛି। ତା’ ନିକଟରୁ ଏକ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି।ଏହି ୧୮ ବର୍ଷୀୟ…