Browsing Category

ବିଦେଶ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ ଜୀବିତ ନା ମୃତ !

ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ ଜୀବିତ ନା ମୃତ ? ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମୁଶାରଫଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇ…

୪୫ ବେଆଇନ ଲୋନ୍‌ ଆପ୍‌ ଡିଲିଟ କରିବାକୁ ଗୁଗଲକୁ ଚିଠି ଲେଖିଲା EOW

ଭୁବନେଶ୍ୱର : ଗୁଗଲକୁ ଚିଠି ଲେଖିଲା ଓଡ଼ିଶା ପୁଲିସ୍‌ର ଅର୍ଥନୈତିକ ଅପରାଧିକ ଶାଖା(EOW)। ଗୁଗଲ ପ୍ଲେ ଷ୍ଟୋରରେ ଥିବା ୪୫ଟି ଫେକ୍‌ ଆପ୍‌କୁ ହଟାଇବାକୁ କହିଛି EOW। ଏହି ସବୁ ଆପ୍ ବେଆଇନ ଭାବେ ଲୋନ୍‌ ଦେବା ସହ ଋଣ ଆଦାୟ କରିବାକୁ ଲୋକଙ୍କୁ ମାନସିକ ନିର୍ଯାତନା ଦେବାକୁ ପଛାଉ ନ ଥିବା ଅଭିଯୋଗ…

ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା

ନୂଆଦିଲ୍ଲୀ: ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା। ଏଣିକି ଗଞ୍ଜେଇ ଉତ୍ପାଦନ କରିବା, ଏହାକୁ ରଖିବା ଓ ପରିବହନ କରିବା ଥାଇଲ୍ୟାଣ୍ଡରେ ଆଉ ଅପରାଧ ନୁହେଁ। ତେବେ ଗଞ୍ଜେଇ କିମ୍ବା ଭାଙ୍ଗକୁ ଅଧିକ ପରିମାଣରେ ନିଶା ପାଇଁ ବ୍ୟବହାର କଲେ, ଏଥିପାଇଁ…

ଚମତ୍‌କାର : ଔଷଧରେ ଭଲ ହେଲା କ୍ୟାନ୍‌ସର

ୱାଶିଂଟନ: ମେଡିକାଲ ବିଜ୍ଞାନରେ ନୂଆ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଔଷଧ ଦ୍ୱାରା ମାରାତ୍ମକ କ୍ୟାନସର ଭଳି ରୋଗକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରାଯାଇ ପାରିଛି। ରେକ୍ଟାଲ୍ କ୍ୟାନସରର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଶୁଭଙ୍କର ଖବର ମିଳିଛି। ଏହି ଔଷଧର…

ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବୋରିସ ଜନସନ୍, ନିଜ ଦଳ କରୁଛି ଇସ୍ତଫା ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। କ୍ଷମତାରେ ଥିବା କନଜରବେଟିବ ପାର୍ଟିର ୪୦ରୁ ଅଧିକ ସାଂସଦ ନିଜ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଇସ୍ତଫା ଦାବି ଜୋର ଧରିବା ପରେ ଏବେ ଜନସନଙ୍କୁ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ…

ଇମ୍ରାନ ଖାନଙ୍କୁ ହତ୍ୟା ଧମକ ପରେ ଇସଲାମାବାଦରେ ବୃଦ୍ଧି ପାଇଲା ସୁରକ୍ଷା ବ୍ୟବସ୍ଥା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚା ଯାଇଥିବାର ଖବର ପ୍ରଚାରିତ ହେବା ପରେ ସହରର ଆଖପାଖ ଅଞ୍ଚଳରେ ସୁରକ୍ଷା ଏଜେନ୍‌ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି ବୋଲି ଇସଲାମାବାଦ ପୁଲିସ କହିଛି।ଇସଲାମାବାଦରେ ଧାରା ୧୪୪ ଲାଗୁ…

ତୁର୍କୀ ସରକାର ନିଜ ଦେଶର ନାଁକୁ ବଦଳାଇ ତୁର୍କିଏ ରଖିଲେ

ଅଙ୍କାରା : ତୁର୍କୀ ସରକାର ନିଜ ଦେଶର ନାଁକୁ ବଦଳାଇ ତୁର୍କିଏ କରିଛନ୍ତି । ମିଳିତ ଜାତିସଂଘ ପକ୍ଷରୁ ତୁର୍କୀର ନୂଆ ନାଁକୁ ମଂଜୁର କରାଯାଇଛି । ଏହା ସହିତ ଆଉ କେତେକ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ଏହାକୁ ମଂଜୁର କରିଛନ୍ତି । ତୁର୍କୀର ଜନସାଧାରଣ ନିଜ ଦେଶକୁ ତୁର୍କିଏ ଡାକୁଥିଲେ ବି…

ନୂଆ ଭାଇରସ CCHF ଆତଙ୍କ, ୧୯ ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କରିସାରିଲାଣି ମହାମାରୀ କରୋନା। ନେଇସାରିଲାଣି ଅନେକ ମୁଣ୍ଡ। ଏହାରି ଭିତରେ ବର୍ତ୍ତମାନ ଆଉ ଏକ ନୂଆ ଭାଇରସ ସାମ୍ନାକୁ ଆସିଛି। ମଧ୍ୟ-ପୂର୍ବ ଏସିଆ ସ୍ଥିତ ଇରାକରେ ଭାଇରସ CCHF ଆତଙ୍କ ଖେଳାଇଛି। ଦ୍ରୁତ ଗତିରେ ମାଡି ଚାଲିଛି ଏହି ଭୂତାଣୁ। ଏହି ଭାଇରସରେ…

ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଲାଇମାନ ସହରକୁ ଦଖଲ କଲା ରୁଷ

ମସ୍କୋ : ୟୁକ୍ରେନ ଯୁଦ୍ଧରେ ରୁଷ ଏକ ବଡ଼ ସଫଳତା ହାସଲ କରିଛି । ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଲାଇମାନ ସହରକୁ ଦଖଲ କରିଛି ରୁଷ ସେନା । ଏ ସମ୍ପର୍କରେ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦାବି କରାଯାଇଛି ।ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ରୁଷ ସେନା ଓ…

ଶ୍ରୀଲଙ୍କାକୁ ବାକିରେ ତେଲ ଯୋଗାଇଲା ରୁଷ

କଲମ୍ବୋ : ଆର୍ଥିକ ସଂକଟରେ ପଡ଼ିଥିବା ଶ୍ରୀଲଙ୍କାକୁ ତେଲ ଯୋଗାଇଛି ରୁଷ । ଏହା ଦ୍ବାରା ଶ୍ରୀଲଙ୍କାର ତୈଳ ବିଶୋଧନାଗାରଗୁଡ଼ିକ ପୁଣି ଆରମ୍ଭ ହୋଇପାରିବ ।ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷ ଉପରେ ପାଶ୍ଚାତ୍ୟ ଦେଶମାନେ କଟକଣା ଲଗାଇଛନ୍ତି । ତେବେ ତେଲକୁ ଏଥିରୁ ଛାଡ଼ କରାଯାଇଛି । ଫଳରେ ଭାରତ,…