Sign in
Sign in
Recover your password.
A password will be e-mailed to you.
Browsing Category
ସମ୍ପାଦକୀୟ
ବ୍ରହ୍ମପୁର ମେୟର ଙ୍କ ପାଇଁ ଅନେକ ଅଗ୍ନି ପରୀକ୍ଷା : ଗୋଟି ଚାଳନାରେ କେତେ ସମର୍ଥ ତାହା ସମୟ କହିବ…!
ବ୍ରହ୍ମପୁର ମହାନଗର ସମସ୍ୟା ସମାଧାନ ପାଇଁ ସଂଘର୍ଷ ପଥରେ ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ ଙ୍କ ପାଇଁ ଅନେକ ଆହ୍ବାନ ! ଶହେ ପଚାଶ ବର୍ଷ ରୁ ଉର୍ଦ୍ଧ୍ବ ପରମାୟୁ ର ସହର ବ୍ରହ୍ମପୁର ଯାହାକି ରେଶମ ସହର ନାମ ରେ ପରିଚିତ, ବ୍ରହ୍ମପୁର ଦକ୍ଷିଣ ଓଡ଼ିଶା ର ଏକ ପ୍ରମୁଖ ସହର। ଓଡ଼ିଆ,!-->!-->!-->…
ଗଞ୍ଜାମ କଳା ପରିଷଦ ଦୁଆର ଖୋଲିବା କୁ ନେଇ ଅନେକ ପ୍ରଶ୍ନ…? କଳା ଓ ସଂସ୍କୃତି ପ୍ରେମୀ ଙ୍କ ସହ ଛଳନା କାହିଁକି ?
ବ୍ରହ୍ମପୁର : ରାଜନୈତିକ ଇଚ୍ଛଶକ୍ତିର ଅଭାବ ରୁ ଅଭାବନୀୟ ପରିସ୍ଥିତି ରେ ବନ୍ଧା ପଡ଼ିଛି ଗଞ୍ଜାମ କଳା ପରିଷଦ ର ଭାଗ୍ୟ ଓ ଭବିଷ୍ୟତ। ଭାଷା ସାହିତ୍ୟ ସଂସ୍କୃତି କଳା ବନ୍ଦନା ଗାନ କରି ଓଡ଼ିଶା କାହିଁକି ସାରା ଭାରତ ବର୍ଷ ରେ ସୁନାମ ଅର୍ଜନ କରିଥିବା ବ୍ରହ୍ମପୁର ସହର ପ୍ରାଣ କେନ୍ଦ୍ର ର!-->!-->!-->…
ଦୁନିଆ ରଙ୍ଗମଞ୍ଚରେ ଯେବେ ଜୀବନପର୍ବ ହୁଏ କାହାଣୀ !
ଆଜି ବିଶ୍ବ ନାଟକ ଦିବସ ର ଅନୁଚିନ୍ତା ।
ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ
ନିଜ ପାଇଁ ନିଜେ ଜଣେ ଶ୍ରେଷ୍ଠ ନାୟକ ହୋଇ ବାଟ ଚାଲିବା ପାଇଁ ସମୟର ନିର୍ଦେଶ । ଜୀବନର କାହାଣୀ ଗୋଟିଏ ନାଟକ ର ବିଷୟ ହୋଇ ଗଲା ପରେ ମୁଁ ମୋର ଚରିତ୍ର ଅଭିନୟ ରେ କେତେ ସଫଳ କେତେ ବିଫଳ ପ୍ରତି ମୁହୂର୍ତ୍ତ!-->!-->!-->!-->!-->…
ବିଜୟୀ ହେବା ପରେ ବିନୟୀ ହୁଅ : ବିକାଶଶୀଳ ସମାଜ ଗଠନହେଉ ସଂକଳ୍ପ ସ୍ଵର
ଡାକ୍ତର ସାଗର ରଂଜନ ତ୍ରିପାଠୀ
ଆଜି ଓଡିଶା ର ପୌର ନିର୍ବାଚନ ସହିତ ତିନି ଗୋଟି ମହାନଗର ନିଗମର ନିର୍ବାଚନ ଫଳ ପ୍ରକାଶ ପାଇଛି। ସମସ୍ତ ବିଜୟୀ ହୋଇ ଥିବା ପୌର ପରିଷଦ ଅଧ୍ୟକ୍ଷ ଏବଂ ମେୟର ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଭାରତ ଗଣତନ୍ତ୍ର ରାଷ୍ଟ୍ର। ଏହି ଗଣତନ୍ତ୍ର ବ୍ୟବସ୍ଥା ରେ!-->!-->!-->!-->!-->…
ବ୍ରହ୍ମପୁର ମହାନଗର ନିର୍ବାଚନ ରେ ବିଜେଡି ବିଜୟୀ ବିଜେପି ଆଶ୍ୱସ୍ତ..! ସଙ୍ଘ ମିତ୍ରା ଙ୍କ ମୁଣ୍ଡରେ ମେୟର…
ବିଜେଡି ଦୁର୍ଗ କୁହାଯାଉଥିବା ଗଞ୍ଜାମ ଜିଲ୍ଲା ରେ ଆଜିର ପୌର ନିର୍ବାଚନ ଫଳାଫଳ ର ସଂକେତ ବିଜେଡି ଶିବିର ଯେତିକି ଉଲ୍ଲସିତ ବର୍ତ୍ତମାନ ବିଜେପି ଆଶ୍ୱସ୍ତ ବୋଲି କୁହାଯିବା ସବୁ ଠାରୁ ବଡ଼ ଚର୍ଚ୍ଚା ବିଷୟ ଯେ ବ୍ରହ୍ଣପୁର ର ମେୟର ନିର୍ବାଚନ ରେ ବିଜେଡି ଶିବିର ପ୍ରାଣ ମୁର୍ଚ୍ଛା ଉଦ୍ୟମ କରି!-->…
ଉତ୍ତରପ୍ରଦେଶ ବିକାଶ ଉପଯୋଗୀ ସୁଶାସନ ସ୍ବର : ଆଦରଣୀୟ ଯୋଗୀ ଆଦିତ୍ୟନାଥ ଅଭିନନ୍ଦନ
ଡାକ୍ତର ସାଗର ରଂଜନ ତ୍ରିପାଠୀ
ବିକାଶ ସୁଶାସନ ରାଷ୍ଟ୍ରବାଦ ଚିନ୍ତା ଚେତନା ର ସ୍ବର ଭାରତୀୟ ଜନତା ଦଳ ର ଲୋକ ପ୍ରିୟ ମୁଖ୍ଯ ମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଯୋଗୀ ଆଦିତ୍ୟ ନାଥ ଙ୍କ ଆଜି ଅପରାହ୍ନ ରେ ଲକ୍ଷ୍ନୌରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଜଣେ ଯୋଗୀ ଭାରତୀୟ!-->!-->!-->!-->!-->…
ପୌର ଓ ମହାନଗର ନିର୍ବାଚନର ଅନୁଚିନ୍ତା : ସହର ହସିଲେ ଆମେ ହସିବା !
ଡାକ୍ତର ସାଗର ରଂଜନ ତ୍ରିପାଠୀ
ସହରାଞ୍ଚଳ ବିକାଶ ପାଇଁସମୟର ଆବଶ୍ଯକତା ସୁନ୍ଦର ସ୍ବାଭିମାନର ସ୍ବର ! ଗୋଟିଏ ଭଲ ମଣିଷ କୁ ଚୟନ କରିଲେ ପାଞ୍ଚ ବର୍ଷ ରେ ସହର ଭାଗ୍ଯ ତାଙ୍କର ହାତରେ ତିଆରି ହେବ। ଜୀବନ ଓ ଜୀବିକା ପାଇଁ ସଂଘର୍ଷ ଅନେକ କିନ୍ତୁ ମନ ପ୍ରାଣ ରେ ତଥାପି ରାଷ୍ଟ୍ରବାଦ!-->!-->!-->!-->!-->…
ମଦ କୁ ପ୍ରୋତ୍ସାହନ ର କରୁଣ ପରିଣତି..! :ମୁଖ୍ୟ ମନ୍ତ୍ରୀ ଙ୍କ ଗଡ଼ ରେ ଚାରି ଜଣଙ୍କୁ ହତ୍ୟା, କ୍ଷତି ପୂରଣ ରେ କ୍ଷତ…
ହେମାଙ୍ଗ ପ୍ରସାଦ ରାଉଳ, ମୁଖ୍ୟ ସମ୍ପାଦକ " ନିସର୍ତ୍ତ "
ରାତି ପାହିଲେ ବିଜ୍ଞାପିତଅଞ୍ଚଳ ଓ ମହାନଗର ନିଗମର ପୌର ଅଧ୍ୟକ୍ଷ ନିର୍ବାଚନ। ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜିଲ୍ଲା ଏବଂ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ନିକଟ ପିତ୍ତଳ ରେ ଗଡିଲା ଗୋଟେ ନୁହଁ କି!-->!-->!-->!-->!-->…
ପ୍ରତିଶ୍ରୁତି ଯେବେ ପ୍ରତାରଣା ହୁଏ ଦୁଃଖ କହିବା କାହାକୁ?
ଡାକ୍ତର ସାଗର ରଂଜନ ତ୍ରିପାଠୀ
ସାମ୍ପ୍ରତିକ ସମୟରେ ଆମ ପାଇଁ ଆମ ସମସ୍ୟାକୁ ଗୁରୁତ୍ବ ଦେଇ ଅନେକ ଅନେକ ପ୍ରତିଶ୍ରୁତି ଦିଅନ୍ତି ନେତା କିନ୍ତୁ ଆମ ପାଇଁ ଦୂରଦୃଷ୍ଟି ଥିବା ବ୍ୟକ୍ତି ହିଁ ଆବଶ୍ୟକ। ଉତ୍ତରଦାୟିତ୍ୱ ଅବହେଳା କରି କ୍ଷମତା ରାଜନୀତିରେ ସକ୍ରିୟ ରହି ପଦ ପଦବୀ ଉପଭୋଗ!-->!-->!-->!-->!-->…
ଜନବହୁଳ ପୃଥିବୀ ଜଳ ବିହୁନ ନ ହେଉ !
ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ
ଆମ ପାଇଁ ସମୟ ର ଆହ୍ବାନ । ଜଳ କ୍ଲିଷ୍ଟ ଜୀବନ ସମ୍ପର୍କ ରେଦୈନିକ ଦୁନିଆ ରେ ଜଳ ଅଭାବ ଜନିତ ଅନେକ ଙ୍କ କାହାଣୀ ଶୁଣି ଆସୁଛି। ବିଶୁଦ୍ଧ ଜଳ ପାଇଁ ସଂଘର୍ଷ ଲାଗି ପୃଥିବୀ ବାସୀ ଙ୍କ ପାଇଁ ଅନେକ ଆହ୍ବାନ ଆଗକୁ ଆସିବା ସଂକେତ ମିଳିଲାଣି। ଜନ ବହୁଳ!-->!-->!-->!-->!-->…