Browsing Category

ବିଶେଷ ଖବର

ରଂଗେଇଲୁଣ୍ଡା ବିମାନ ବନ୍ଦର : ମୂଳକୁ ମାଇପ ନାହିଁ ପୁଅ ନା ଗୋପାଳିଆ..!

ବ୍ରହ୍ମପୁର : ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ କିଛି ଦିନ ହେବ ବ୍ରହ୍ମପୁର ସହର କୁ ବିମାନ ବନ୍ଦର ଭେଟି ଦେଇ ସରକାର ଯେଉଁ ଡିମ ଡିମା ପିଟୁ ଛନ୍ତି ଯାହାକି ସାଧାରଣ ଜନତା ଙ୍କ ଭାବାବେଗ ସହିତ କିପରି ଚତୁରତା କରି ଖେଳି ପାରନ୍ତି ଆମ ସରକାର ତାହା ମଧ୍ଯ ଆଲୋଚନା ବିଷୟ ପାଲୋଟିଛି l ସୂଚନା…

କୋଇମେଟଲା ମାଇନର କେନାଲରେ ପାଣି ସମସ୍ୟା,କେନାଲ ଥାଇ ପାଣି ନପାଇ ଚାଷୀ ହତାଶ…

ମାଲକାନଗିରି :୨/୧୧ କାଲିମେଳା ବ୍ଳକ ଅନ୍ତର୍ଗତ କୋଇମେଟଲା ମାଇନର କେନାଲ ରେ ପାଣି ଅଳ୍ପ ପରିମାଣରେ ଆସୁଥିବା ବେଳେ ପୁରୁଣା ଯୋଗୁଁ କେନାଲର ପାଇପ ରେ ଫାଟ ସୃଷ୍ଟି ହୋଇଛି। ସେଥିପାଇଁ ପାଣି ସଠିକ ପରିମାଣରେ କେନାଲରୁ ଚାଷୀ ମାନଙ୍କ ଜମିରେ ନପହଞ୍ଚି ଅଯଥା ଅପଚୟ ହେଉଛି। ଯେଉଁଥିପାଇଁ…

ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ପାଇଁ ଶିକ୍ଷା ବିପନ୍ନ..! କିନ୍ତୁ ଏଠାରେ ସରକାରଙ୍କ ଦିଗହରା ମାଳ ମାଳ ଯୋଜନା..

ବିକାଶର ଅନ୍ଧାରୀ ମୂଲକରେ 'T' ଖୋଜୁଛନ୍ତି '5T ବିଦ୍ୟାଳୟ'ର ସ୍ଵାଭିମାନୀ ଶିକ୍ଷାର୍ଥୀ...! ଚିତ୍ରକୋଣ୍ଡା:ସାମ୍ପ୍ରତିକ ପରିସ୍ଥିତିରେ ମାଲକାନଗିରି ଜିଲ୍ଲା କଥା ମନକୁ ଆସିଲେ ସମସ୍ତଙ୍କ ନଜରରେ ଓଡ଼ିଶାର ଏକ ବିକାଶୋନ୍ମୁଖୀ ଜିଲ୍ଲା ବୋଲି ମନକୁ ଆସେ । ମନକୁ ବିକାଶୋନ୍ମୁଖୀ ଆସିବା ମଧ୍ୟ…

ସ୍ୱାଧୀନତା ର ୭୫ ବର୍ଷ ପରେବି ତଥାପି ଅବହେଳିତ ଫୁଲଝର ଗ୍ରାମ, ପ୍ରଶାସନର ନିଘା ନାହିଁ…

ନା ଗାଁ କୁ ଅଛି ରାସ୍ତା..? ନାଳପାଣିରେ ପାର ହେଉଛନ୍ତି ଗ୍ରାମବାସୀ ରାଉରକେଲା: ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ କୁର୍ଡା ପଞ୍ଚାୟତ ଅଧିନସ୍ଥ ଥିବା ମାତ୍ର ୬ କିଲୋମିଟର ଦୂରରେ ଅବସ୍ଥିତ ଫୁଲଝର ଗ୍ରାମ ଏବେବି ଅବହେଳିତ ଅବସ୍ଥାରେ ପଡି ରହିଛନ୍ତି ଗ୍ରାମବାସୀ ।ଉକ୍ତ…

ଆଜାଦିର ଅମୃତ ମହୋତ୍ସବ ନାଁ ରେ ଭାରତୀୟ ଝଣ୍ଡା ସଂହିତା – ୨୦୦୨ର ଖୋଲା ଖୋଲି ଉଲ୍ଲଂଘନ: ପ୍ରଶାସନ ଏଠାରେ…

ବାଲିମେଳା : ଭାରତୀୟ ଝଣ୍ଡା ସଂହିତା - ୨୦୦୨ ର ପ୍ରଥମ ଭାଗ ସାଧାରଣ କଥନ ର ୧.୧ ସୂଚାଏ ଯେ ତ୍ରିରଙ୍ଗାର ଠିକ୍ ମଧ୍ୟ ଭାଗରେ ଆକାଶୀ ନୀଳ ରଙ୍ଗର ୨୪ଅଖ ବିଶିଷ୍ଟ ଅଶୋକ ଚକ୍ର ରହିବ । ୧.୩ କହେ ଯେ ତ୍ରିରଙ୍ଗା ଆୟତ୍ତାକାର ରହିବା ସହ ଓସାର:ଉଚ୍ଚତା::୩:୨ ରହିବା ବିଧେୟ । ଏହା ଛଡ଼ା ୧.୪…

ଚମତ୍‌କାର : ଔଷଧରେ ଭଲ ହେଲା କ୍ୟାନ୍‌ସର

ୱାଶିଂଟନ: ମେଡିକାଲ ବିଜ୍ଞାନରେ ନୂଆ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଔଷଧ ଦ୍ୱାରା ମାରାତ୍ମକ କ୍ୟାନସର ଭଳି ରୋଗକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରାଯାଇ ପାରିଛି। ରେକ୍ଟାଲ୍ କ୍ୟାନସରର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଶୁଭଙ୍କର ଖବର ମିଳିଛି। ଏହି ଔଷଧର…

ଗୋଷ୍ଠୀ ବିବାଦ ବଳୟ ରେ ଛନ୍ଦି ହୋଇ ଗଲା ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ମନ୍ଦିର ର ଭାଗ୍ୟ..!

ଭକ୍ତର ଭାବାବେଗ ସହ ଖେଳ କେତେଦିନ... ଓଡ଼ିଶାରେ ମନ୍ଦିରର ଉନ୍ନୟନ ସୌନ୍ଦର୍ଯ୍ୟ କରଣ ପାଇଁ ଓଡ଼ିଶା ସରକାର ଙ୍କ ଆନ୍ତରିକତା ସହ ଆଧ୍ୟାତ୍ମିକ ପୀଠ ଗୁଡ଼ିକୁ ଗୁରୁତ୍ଵଆଜି ଦେଉଥିବା ବେଳେ ବ୍ରହ୍ମପୁର ସହର ଆରାଧ୍ୟା ଦେବୀ ବୁଢ଼ୀ ଠାକୁରାଣୀ ପୂଜା ପାଇ ଆସୁଥିବା ମନ୍ଦିର ପ୍ରତି…

ଓଡ଼ିଶା ସାହିତ୍ୟ ଏକାଡେମୀ ର କାର୍ଯ୍ୟ କ୍ରମ ରେ ଗଞ୍ଜାମ ସାହିତ୍ୟିକ, କବି, ଉପହସିତ ଓ ପ୍ରବଞ୍ଚନା ଶିକାର…!

ବ୍ରହ୍ମପୁର : ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସାହିତ୍ୟ ସାରସ୍ଵତ ସମାବେଶ ବେଦନା କାହାଣୀ ପରି ଚିର ସ୍ମରଣୀୟ ହୋଇ ରହିବ। ଆଜି ସାରା ଗଞ୍ଜାମ ଜିଲ୍ଲାର ପ୍ରାୟ ଶହେ କବି ଙ୍କ ପାଇଁ ସାହିତ୍ୟ ଉତ୍ସବ ଆୟୋଜନ କରିଥିଲା କଳିଙ୍ଗ ସାହିତ୍ୟ ସମାଜ। ଓଡିଶା…

ବିପ୍ଲବୀ ସହିଦ୍ ରଘୁ ଓ ଦିବାକର…

ବିଶ୍ବବିଜୟୀ ଦାଶ ଖୋର୍ଦ୍ଧା : ମାଟି ମା'କୁ ଇଂରେଜ ଶାସନର ବେଡ଼ିରୁ ମୁକ୍ତ କରିବା ପାଇଁ ପ୍ରାଣବଳି ଦେଇଥିବା ଦୁଇଜଣ ବିପ୍ଲବୀ ସଂଗ୍ରାମୀ ହେଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।ଉଭୟଙ୍କ ନାମ ଓଡ଼ିଶା ଇତିହାସ ର ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।ପରାଧିନ ଭାରତରେ…

ଲାଲ ମାଟି ର ଗଡ଼ ଖୋର୍ଦ୍ଧା…

ବିଶ୍ବବିଜୟୀ ଦାଶ ଖୋର୍ଦ୍ଧା : ୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।ଖୋର୍ଦ୍ଧା ଜିଲ୍ଲା ଏକ ପର୍ଯ୍ୟଟନ କ୍ଷେତ୍ର,ପ୍ରାକୃତିକ ପରିବେଶ ରେ ପରିପୂର୍ଣ୍ଣ ଏହି…