Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚକାବନ୍ଦ ଆନ୍ଦୋଳନରେ ସାମିଲ ହେବ ହିଞ୍ଜିଳିକାଟୁ ଘରୋଇ ବସ ମାଲିକ ସଂଘ
ହିଞ୍ଜିଳିକାଟୁ ୧୮/୧୧ : ଜିଲ୍ଲା ଘରୋଇ ଵସ ମାଲିକମାନେ ଲକ୍ଷ୍ମୀ ବସ ର ମନଈଛା ବୁଲିବା ଘରୋଇ ବସ ପାଇଁ ସମସ୍ୟା ସୃଷ୍ଟି କରିଛି।ଅର୍ନିଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଲକ୍ଷ୍ମୀ ଵସ ସେବାକୁ ବିରୋଧ କରି ଘରୋଇ ବସ ଚଳାଚଳ ବନ୍ଦ ଘୋଷଣା କରିଛି ଜିଲ୍ଲା ସଂଘ। ସଂଘ କର୍ମକର୍ତା ଙ୍କ କହିବା ଅନୁଯାୟୀ,!-->…
ପୋଖରୀରେ ମାଛ ଚାଷ ନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡ଼ି ପଞ୍ଚାୟତର ବୟାଳୀ ଗ୍ରାମ ପୋଖରୀରେ ମାଛ ଚାଷ କରିବା ନିମନ୍ତେ ହୋଇଥିବା ନିଲାମ ବାତିଲ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ ମାନେ l ଏହି ପୋଖରୀ!-->…
ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କୁ…
ଛତ୍ରପୁର, : ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶାରୀରିକ(କ୍ରୀଡା )ଶିକ୍ଷା ଓ କଳା ଶିକ୍ଷା (ଚିତ୍ର କଳା, ସଂଗୀତ କଳା )ଶିକ୍ଷା କୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ରେ ପ୍ରଚଳନ କରିବା ଓ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମଗ୍ର ଶିକ୍ଷା ଅଭିଯାନ ଯୋଜନା ରେ ଉଚ୍ଚ!-->…
ଡିଏଲସି ପଦବୀ ପୂରଣ ସମେତ ବିଭିନ୍ନ ଦାବୀ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଛତ୍ରପୁର ମିଳିତ କ୍ରିୟାନୁଷ୍ଠାନ…
ଛତ୍ରପୁର,୧୮ /୧୧ : ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଡିଏଲସି ପଦବୀ ପୂରଣ କରିବା ସମେତ ବିଭିନ୍ନ ଦାବୀ ନେଇ ନିର୍ମାଣ ଶ୍ରମିକ ସଂଗଠନ ର ଛତ୍ରପୁର ମିଳିତ କ୍ରିୟାନୁଷ୍ଠାନ କମିଟି ସୋମବାର ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଙ୍କୁ ଭେଟିଛନ୍ତି । ଡ଼ିଏଲସି ପଦବୀ ପୂରଣ ନ ହେବା!-->…
ଶ୍ରୀକୃଷ୍ଣ ରାସ ଉତ୍ସବ,ପୁରୀ,୨୦୨୪ ରେ ଗୁରୁ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ସମ୍ବର୍ଦ୍ଧିତ
ଫୁଲବାଣୀ : ପବିତ୍ର କାର୍ତ୍ତିକ ପୂର୍ଣିମା ଅବସରରେ ପୁରୀ ସଂସ୍କୃତି ଭବନ ଠାରେ ତ୍ରିଭଙ୍ଗ କଳା ନିକେତନ, ଭୁବନେଶ୍ଵର ପ୍ରସିଦ୍ଧ ଓଡ଼ିଶୀ ଗୁରୁ, ଓଡ଼ିଶୀ ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ବିକ୍ରମ ସାମଲଙ୍କ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଶ୍ରୀ କୃଷ୍ଣ ରାସ ଉତ୍ସବ,ପୁରୀ ଅନୁଷ୍ଠିତ ହୋଇଯାଇଛି। ଏହି!-->…
ଜାତୀୟ ଶିକ୍ଷା ନୀତିର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା (ECCE)ଆଲୋଚନା ଚକ୍ର ଅନୁଷ୍ଠିତ
ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି ୨୦୨୦ର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିବାବେଳେ । ମୁଖ୍ୟ ଅତିଥି ଭାବରେ!-->…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଟ୍ରକ ଚକା ତଳେ ପଡି ଜଣେ ମୃତ, ତିନି ଗୁରୁତର
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତର ଇର୍ପିଗୁଡ଼ା ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ପଛରୁ ଆସୁଥିବା ଟ୍ରକ୍ ଚକା ତଳେ ପଡ଼ି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଜଣେ!-->…
ଲୁଟେରଙ୍କ ଚରାଭୁଇଁ ପାଲଟିଛି ହିଞ୍ଜିଳି : ୭ଲକ୍ଷଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ବିଦ୍ୟୁତ ତାର ଚୋରି
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୁଭାବ ବୃଦ୍ଧି ପାଉଛି। ପୁଲିସ ପ୍ରଶାସନ ପକ୍ଷରୁ କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଗତ ୧ ମାସ ମଧ୍ୟରେ ହିଞ୍ଜିଳି ଥାନା ଇଲାକାରେ ୫୦ରୁ ଉର୍ଦ୍ଧ୍ଵ ଚୋରୀ ଘଟଣା ଘଟିଥିବା!-->…
ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : କଳସ ଯାତ୍ରାରେ ଶହଶହ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଯୋଗଦାନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ରବିବାର ଦ୍ଵିତୀୟ ଦିନ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହଶହ ମହିଳା ମୁଣ୍ଡରେ କଳସ ଧରି ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି!-->…
ସାମ୍ବାଦିକଙ୍କ ମାତୃ ବିୟୋଗ
ଛତ୍ରପୁର : ଛତ୍ରପୁର ର ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତିଙ୍କ ମାତା ତଥା ଅବସର ପ୍ରାପ୍ତ ଷ୍ଟାଫ ନର୍ସ ପ୍ରତିମା ମହାନ୍ତି (୮୬)ଙ୍କ ମୃତ୍ୟୁ ଘଟିଛି। ସେ ଶିକ୍ଷାବିତ ତଥା ରୋଟାରୀୟନ ଏସ. ରେଖା ମହାନ୍ତି ଙ୍କ ଶାଶୁ ଅଟନ୍ତି । ସେ ଜଣେ ଧର୍ମ ପାରାୟଣ, ମେଳାପି ଏବଂ ଶାନ୍ତ ସ୍ଵଭାବର!-->…