Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗଛକୁ ପିଟିଲା ବାଇକ, ଦୁଇ ଜଣ ଯୁବକ ଗୁରୁତର
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଝମନକିରା ସ୍କୁଲ୍ ରୋଡ ସମ୍ମୁଖରେ ଯାଇଥିବା ପି ଡବୁ ଡି ରାସ୍ତା ଉପରେ ବାଇକ ଚାଳକ ଗୋଟିଏ ଗଛକୁ ପିଟି ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ବାଇକ ଚାଳକ ଅରୁଣ ମିର୍ଦ୍ଧା ୩୩ ବର୍ଷ ପରତାପୁର ପଞ୍ଚାୟତ ଅନ୍ତର୍ଗତ!-->…
ଚାଉଳ ଚୋରି ଧରିଲେ ବିଧାୟକ : ଆକ୍ସନ ମୋଡ଼ରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ
ପଦ୍ମଗିରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ କୁ ଅଚାନକ ଗସ୍ତ ।
ଅବ୍ୟବସ୍ଥା ଦେଖି ଖପ୍ପା ହେଲେ ବିଧାୟକ ।
ସ୍ଥିତି ନ ସୁଧାରିଲେ ହେବ ବଡ କାର୍ଯ୍ୟାନୁଷ୍ଠାନ ।
ମାଲକାନଗିରି : ଆଜି ମାଲକାନଗିରି ବିଧାୟକ ପଦ୍ମଗିରି ସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ!-->!-->!-->!-->!-->!-->!-->…
ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ : ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା…
ଛତ୍ରପୁର : ଚଳିତ ବର୍ଷ ଖରିଫ୍ ଋତୁର ଧାନ କିଣା ପ୍ରକ୍ରିୟା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖସଡା ପ୍ରସ୍ତୁତ କରାଯାଇଅଛି । ଏଥିନେଇ ଜିଲ୍ଲା ସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବ୍ରହ୍ମପୁର!-->…
ଚକାବନ୍ଦ ଆନ୍ଦୋଳନରେ ସାମିଲ ହେବ ହିଞ୍ଜିଳିକାଟୁ ଘରୋଇ ବସ ମାଲିକ ସଂଘ
ହିଞ୍ଜିଳିକାଟୁ ୧୮/୧୧ : ଜିଲ୍ଲା ଘରୋଇ ଵସ ମାଲିକମାନେ ଲକ୍ଷ୍ମୀ ବସ ର ମନଈଛା ବୁଲିବା ଘରୋଇ ବସ ପାଇଁ ସମସ୍ୟା ସୃଷ୍ଟି କରିଛି।ଅର୍ନିଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଲକ୍ଷ୍ମୀ ଵସ ସେବାକୁ ବିରୋଧ କରି ଘରୋଇ ବସ ଚଳାଚଳ ବନ୍ଦ ଘୋଷଣା କରିଛି ଜିଲ୍ଲା ସଂଘ। ସଂଘ କର୍ମକର୍ତା ଙ୍କ କହିବା ଅନୁଯାୟୀ,!-->…
ପୋଖରୀରେ ମାଛ ଚାଷ ନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡ଼ି ପଞ୍ଚାୟତର ବୟାଳୀ ଗ୍ରାମ ପୋଖରୀରେ ମାଛ ଚାଷ କରିବା ନିମନ୍ତେ ହୋଇଥିବା ନିଲାମ ବାତିଲ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ ମାନେ l ଏହି ପୋଖରୀ!-->…
ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କୁ…
ଛତ୍ରପୁର, : ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶାରୀରିକ(କ୍ରୀଡା )ଶିକ୍ଷା ଓ କଳା ଶିକ୍ଷା (ଚିତ୍ର କଳା, ସଂଗୀତ କଳା )ଶିକ୍ଷା କୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ରେ ପ୍ରଚଳନ କରିବା ଓ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମଗ୍ର ଶିକ୍ଷା ଅଭିଯାନ ଯୋଜନା ରେ ଉଚ୍ଚ!-->…
ଡିଏଲସି ପଦବୀ ପୂରଣ ସମେତ ବିଭିନ୍ନ ଦାବୀ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଛତ୍ରପୁର ମିଳିତ କ୍ରିୟାନୁଷ୍ଠାନ…
ଛତ୍ରପୁର,୧୮ /୧୧ : ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଡିଏଲସି ପଦବୀ ପୂରଣ କରିବା ସମେତ ବିଭିନ୍ନ ଦାବୀ ନେଇ ନିର୍ମାଣ ଶ୍ରମିକ ସଂଗଠନ ର ଛତ୍ରପୁର ମିଳିତ କ୍ରିୟାନୁଷ୍ଠାନ କମିଟି ସୋମବାର ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଙ୍କୁ ଭେଟିଛନ୍ତି । ଡ଼ିଏଲସି ପଦବୀ ପୂରଣ ନ ହେବା!-->…
ଶ୍ରୀକୃଷ୍ଣ ରାସ ଉତ୍ସବ,ପୁରୀ,୨୦୨୪ ରେ ଗୁରୁ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ସମ୍ବର୍ଦ୍ଧିତ
ଫୁଲବାଣୀ : ପବିତ୍ର କାର୍ତ୍ତିକ ପୂର୍ଣିମା ଅବସରରେ ପୁରୀ ସଂସ୍କୃତି ଭବନ ଠାରେ ତ୍ରିଭଙ୍ଗ କଳା ନିକେତନ, ଭୁବନେଶ୍ଵର ପ୍ରସିଦ୍ଧ ଓଡ଼ିଶୀ ଗୁରୁ, ଓଡ଼ିଶୀ ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ବିକ୍ରମ ସାମଲଙ୍କ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଶ୍ରୀ କୃଷ୍ଣ ରାସ ଉତ୍ସବ,ପୁରୀ ଅନୁଷ୍ଠିତ ହୋଇଯାଇଛି। ଏହି!-->…
ଜାତୀୟ ଶିକ୍ଷା ନୀତିର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା (ECCE)ଆଲୋଚନା ଚକ୍ର ଅନୁଷ୍ଠିତ
ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି ୨୦୨୦ର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିବାବେଳେ । ମୁଖ୍ୟ ଅତିଥି ଭାବରେ!-->…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଟ୍ରକ ଚକା ତଳେ ପଡି ଜଣେ ମୃତ, ତିନି ଗୁରୁତର
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତର ଇର୍ପିଗୁଡ଼ା ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ପଛରୁ ଆସୁଥିବା ଟ୍ରକ୍ ଚକା ତଳେ ପଡ଼ି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଜଣେ!-->…