Browsing Category

ଆଞ୍ଚଳିକ

ପିକଅପ ଭ୍ୟାନ ସହ ବାଇକ ଧକ୍କା : ୨ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ତୁମୁଡିବନ୍ଧ -କୋଟଗଡ଼ ରାସ୍ତାରେ ପିକଅପ ଭ୍ୟାନ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇଜଣ ଯୁବକ ହେଲେ ଦେବଜୀତ ପରାସେଠ, ସମଦେଶ ମଣ୍ତଳ । ଉଭୟ ଆହତ ଙ୍କୁ ଉଦ୍ଧାର କରି ପ୍ରଥମେ

ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ : ଦୁଇ ଘର ଭାଙ୍ଗିଲା ,୧୫ କୁ ନୋଟିସ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ସରକାରୀ ଜମିରେ ବେଇଆଇନ ଭାବେ କୋଠା ନିର୍ମାଣ ଦିନକୁ ଦିନ ବେଲଗାମ ହୋଇ ପଡିଛି । ଏ ନେଇ ରାଜସ୍ୱ ବିଭାଗ ର ନିଦ ଭାଙ୍ଗିଛି ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଦୁଇ ଘରକୁ ଜେସିପି ଲଗାଇ ଭାଙ୍ଗି ମାଟିରେ ମିସାଇ ଦେଇଛି । ବାଲିଗୁଡା ତହସିଲଦାର

ରାମଗିରିଠାରେ ବ୍ଲକ ଗଠନ ଦାବି ଜୋର ଧରିଲା :ଯାହାକୁ ନେଇ ୨ୟ ସାଧାରଣ ବୈଠକ

ପାରଳାଖେମୁଣ୍ଡି :ଗତ କିଛିଦିନ ପୂର୍ବରୁ ଆଇନ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ନୂତନ ବ୍ଲକ ଗଠନଠ ସୁଯୋଗ କଥା ଶୁଣିବା ଦିନଠୁ, ପ୍ରତି ବ୍ଲକ ଗୁଡିକ ଖୁବ ଚଳଚଞ୍ଚଳ ସହ ସ୍ଥାନେସ୍ଥାନେ ବୈଠକ ଓ ଆଲୋଚନା ଜାରିରହିଛ। ସେଇ ପରିପେକ୍ଷୀରେ ରା ଉଦୟଗିରି ବ୍ଲକରୁ ପୃଥକ ହୋଇ, ରାମଗିରି ବ୍ଲକ ଗଠନ

ହୁ ହୁ ହୋଇ ଜଳିଗଲା କ୍ରିଷ୍ଣା ମିନି ବସ…

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପୋଡି ସାହିକୁ ଯିବା ରାସ୍ତା କଡରେ ଦୀର୍ଘ ଦିନ ହେବ ଅଚଳ ହୋଇ ରହିଥିବା କ୍ରିଷ୍ଣା ନାମକ ଘରୋଇ ମିନି ବସଟି ଶନିବାର ରାତ୍ରରେ ହଠାତ ହୁତୁହୁତୁ ହୋଇ ଜଳିଗଲା ।ଯାହା କୁ ନେଇ ଲୋକେ ରୁଣ୍ଡ ହେବା ସହ ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ ଘଟଣା

ଅବକାରୀ ବିଭାଗ ଅଧିକାରୀଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ

ବେଆଇନ ମାଦକ ଦ୍ରବ୍ୟ କାରବାର ବିରୋଧ ହେବ କଠୋର କାର୍ଯ୍ୟାନୁଷ୍ଠାନ : ପୃଥ୍ୱୀରାଜ ହରିଚନ୍ଦନ ଛତ୍ରପୁର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋନାପୁର ଇକୋ ରିଟ୍ରିଟ ଠାରେ ଅବକାରୀ ବିଭାଗ ପକ୍ଷରୁ ବରିଷ୍ଠ ଅବକାରୀ ଅଧିକାରୀ ମାନଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I

ସତୀଗୁଡା ଜଳଭଣ୍ଡାରରେ ୩୪ ପ୍ରଜାତିର ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଚିହ୍ନଟ

ମାଲକାନଗିରି, ୧୮।୧ ମାଲକାନଗିରି ଜିଲ୍ଲା ସଦର ମହକୁମା ସତିଗୁଡା ଜଳଭଣ୍ଡାରରେ ବନ ବିଭାଗ ତରଫରୁ ଆଜି ୩୦ରୁ ଉର୍ଧ ବନାଧିକାରୀ ଏବଂ କର୍ମଚାରୀଙ୍କ ସହ ଭୁବ ନେଶ୍ୱରରୁ ଆସିଥିବା ଏକ୍ସପର୍ଟ ମାନଙ୍କ ଦ୍ୱାରା ପୂର୍ୱାହ୍ନ ୬ ଘଟିକା ସମୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲ।। ଚାରଟି

ଋଣ ଦେବା ନାରେ ବଡ଼ ଜାଲିଆତି, ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ବିଜିପୁର ଶାଖାର ପୂର୍ବତନ ମ୍ୟାନେଜରଙ୍କ ସମେତ ଦୁଇ…

ବ୍ରହ୍ମପୁର : ଋଣ ଦେବା ନାରେ ବଡ଼ ଜାଲିଆତି.୧ କୋଟି ୪୬ ଲକ୍ଷ ୪୬ ହାଜର ଟଙ୍କା ହେରେଫେର କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ସମବାୟ ବ୍ୟାଙ୍କ ବିଜିପୁର ଶାଖାର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଦେବାଶିଷ ପଟ୍ଟନାୟକଙ୍କ ସମେତ ଜଣେ ମହିଳା ସୁପ୍ରଭାଇଜର କୁ ଗିରଫ କରିଛି ପୁଲିସ। ଗତ

ବାଳକୃଷ୍ଣପୁର ସେବା ସମବାୟ ସମିତିରେ ଦୁର୍ନୀତିର ଗନ୍ଧ : ଚାଷୀଙ୍କ ନାମରେ ଋଣ ଜାଲିଆତି, ଆନ୍ଦୋଳନ ଚେତାବନୀ

ହିଞ୍ଜିଳିକାଟୁ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। କୃଷି ଓ କୃଷକର ଉନ୍ନତି ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ବାସ୍ତବ କ୍ଷେତ୍ରରେ କିଛି ସପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଓ ମେରିରାୟ ନୀତି ଯୋଗୁଁ ଚାଷୀ ମାନେ ଚାଷ

୧୫ତମ ଜାତୀୟ ଭୋଟର ଦିବସ ଜିଲ୍ଲାସ୍ତରରେ ପାଳିତ ହେବ

ଛତ୍ରପୁର : ଚଳିତ ବର୍ଷ ୧୫ ତମ ଜାତୀୟ ଭୋଟର ଦିବସ ଚଳିତ ମାସ ୨୫ ତାରିଖ ଦିନ ରାଜ୍ୟ,ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ମହାସମାରୋହର ସହିତ ପାଳିତ ହେବ । ଏହି ଉତ୍ସବ ଜିଲ୍ଲା ସ୍ତରରେ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଚଳନ୍ତା କାର ହୁହୁ ହୋଇ ଜଳିଗଲା,ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା ,ଶିଶୁ ସମେତ ୬ ଜଣ…

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତ୍ର ରେ ଏକ ଚଳନ୍ତା ଆକ୍ଟିଭା କାର ରେ ହଠାତ ନିଆଁ ଲାଗି ହୁହୁ ହୋଇ ଜାଲିଗଲା । ଗାଡି ମଧ୍ୟରେ ବସିଥିବା ଦୁଇ ମହିଳା ଓ ଜଣେ ଶିଶୁ ଙ୍କ ସମେତ ୬ ଜଣ ଅଳ୍ପକେ ମୃତ୍ୟୁ