Browsing Category

ଖେଳ

ଭୁବନେଶ୍ୱରରେ ଖୋଲିବ ଫିଫା ଏକାଡେମୀ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଭୁବନେଶ୍ବରରେ ଉଦଘାଟିତ ହେବ ଦେଶର ପ୍ରଥମ ବିଶ୍ବସ୍ତରୀୟ ଫୁଟବଲ୍ ଟ୍ୟାଲେଣ୍ଟ ଏକାଡେମୀ । ସର୍ବଭାରତୀୟ ଫୁଟବଲ ମହାସଂଘ ଓ ଫିଫା ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସ୍କିମରେ ଏହାର ଲୋକାର୍ପଣ ହେବ । ଦେଶର ଫୁଟବଲ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭାରତର…

ଜାତୀୟ ସ୍ତରକୁ କରାଟେ ପ୍ରତିଯୋଗିତାରେ ମନୋନୀତ ହେଲେ ସାନଭି…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଗ୍ରାମର ଆଶିଷ କୁମାର ପ୍ରଧାନ ଓସୁପ୍ରଭା ସାହୁଙ୍କ କନ୍ୟା ସାନଭି ସାଧନା ପ୍ରଧାନ ଦିଲ୍ଲୀ ଠାରେ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ସ୍ତରୀୟ ଉପକନିଷ୍ଠ କରାଟେ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।…

ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଟିକେଟ ଲକ୍ଷେ ଟଙ୍କାରେ ବିକ୍ରି କରି ବନ୍ଧା ହେଲେ ଯୁବକ…

ମୁମ୍ବାଇ :ଆସନ୍ତାକାଲି ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି। ତେବେ ଏହାପୂର୍ବରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଟିକେଟର କଳାବଜାରୀ ଆରମ୍ଭ ହୋଇଯାଇଛି।…

ଦୀପାବଳି ପାଳନ କଲା ‘ଟିମ୍‌ ଇଣ୍ଡିଆ’: ସୋସିଆଲ୍‌ ମିଡିଆରେ ଫଟୋ, ଭିଡିଓ ଭାଇରାଲ୍‌…

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଖେଳାଳିମାନେ ବେଙ୍ଗାଲୁରୁରେ ଦୀପାବଳି ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସମସ୍ତ ଖେଳାଳିଙ୍କର ଏକ ଫଟୋ ଭାଇରାଲ ହୋଇଛି। ଆସନ୍ତୁ ଆପଣଙ୍କୁ କହିବା ଯେ ଆଜି ଅର୍ଥାତ୍ ଦୀପାବଳି ଦିନ ଭାରତକୁ ବିଶ୍ୱକପରେ ନେଦରଲ୍ୟାଣ୍ଡ ସହିତ ଶେଷ…

ମିଚେଲ ମାର୍ଶଙ୍କ ଅପରାଜିତ ୧୭୭, ହାରିଲା ବାଂଲାଦେଶ

ବିଶ୍ୱକପର ଶେଷ ଗ୍ରୁପ ମ୍ୟାଚ୍‌ରେ ଗର୍ଜିଛି ଅଷ୍ଟ୍ରେଲୀୟ ବ୍ୟାଟର ମିଚେଲ ମାର୍ଶଙ୍କ ବ୍ୟାଟ। ମାର୍ଶଙ୍କ ୧୩୨ ବଲରେ ଅପରାଜିତ ୧୭୭ ରନ ବଳରେ ୮ ୱିକେଟରେ ବାଂଲାଦେଶକୁ ମାତ ଦେଇଛି ଅଷ୍ଟ୍ରେଲିଆ। ବିଜୟ ସହ ବିଶ୍ୱକପ ଅଭିଯାନ ଶେଷ କରିବାକୁ ବାଂଲାଦେଶ ଆଶା କରିଥିଲେ…

ଭାରତର ବିଶାଳ ବିଜୟ, ୨୪୩ ରନରେ ହାରିଲା ଦକ୍ଷିଣ ଆଫ୍ରିକା…

କୋଲକାତା : କୋଲକାତାର ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ଲକ୍ଷ୍ୟ ରଖିଥିଲା…

ଏସିଆନ ପାରା ଗେମ୍ସରେ ସଫଳତା ପାଇଁ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର : ଚୀନ୍‌ର ହାଙ୍ଗଝୋଉରେ ସଦ୍ୟ ଶେଷ ହୋଇଥିବା ପାରା ଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାରା ଆଥଲେଟ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ଅର୍ଥ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପାରା ସଟଲର ପ୍ରମୋଦ…

ଶ୍ରୀଲଙ୍କା ୩୦୨ ରନ୍‌ରେ ପରାସ୍ତ; ସେମିଫାଇନାଲ୍‌ରେ ଭାରତ…

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍‌-୨୦୨୩ରେ ଗୁରୁବାର ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ଆଜି ବିଶାଳ ବିଜୟ ହାସଲ କରିଛନ୍ତି। ବ୍ୟାଟିଂରେ ବିରାଟ…

ଆନ୍ତର୍ଯ୍ୟାତୀୟ ମିଲେଟ ବର୍ଷ ପାଳନ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ…

ଫୁଲବାଣୀ: ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ, ଫୁଲବାଣୀ ଠାରେ ଥିବା କନ୍ଧମାଳ ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଫୁଲବାଣୀର ଟିମ୍ ଆସୋସିଏସନ୍ ଏବଂ ମିଡିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କୃଷି…

ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜମାମ ଉଲ ହକଙ୍କ ଇସ୍ତଫା…

କରାଚୀ: ୨୦୨୩ ଦିନିକିଆ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳର ଖରାପ ପ୍ରଦର୍ଶନ ପରେ ପିସିବି(ପାକିସ୍ତାନ କ୍ରିକେଟ ବୋର୍ଡ)ରେ ଅଶାନ୍ତି ଦେଖାଦେଇଛି। ପାକିସ୍ତାନ କ୍ରିକେଟରେ ଏବେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବାବେଳେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି |…