Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ବକ୍ସ ଅଫିସରେ ଅବିଶ୍ଵସନୀୟ ବ୍ୟବସାୟ କରି ମାତ୍ର ୪ ଦିନରେ ସୁପର୍ ହିଟ୍ ସାବ୍ୟସ୍ତ ହେଲା ‘ଦ କଶ୍ମୀର ଫାଇଲ୍ସ’
ମୁମ୍ବାଇ: ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିବା ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଚାରିଆଡେ ଆଶ୍ଚର୍ଯ୍ୟଜନକ ବ୍ୟବସାୟ କରୁଛି। ରିଲିଜ୍ ପୂର୍ବରୁ ଚଳଚ୍ଚିତ୍ରର ସଫଳତା ନେଇ ଅନେକ ଲୋକ ଆଶଙ୍କା ପ୍ରକାଶ କରୁଥିଲେ।!-->…
ପୃଥିବୀର ଦୀର୍ଘତମ ଚଳଚ୍ଚିତ୍ର ‘ଲଜିଷ୍ଟିକ୍ସ’
ସିନେମାଟିକୁ ଦେଖିବାକୁ ହେଲେ ପ୍ରାୟ ୩୬ ଦିନ ସମୟ ଲାଗିଯିବ
ଆମେ ଏକ ଚଳଚ୍ଚିତ୍ରକୁ ଅବିରତ ଭାବେ କେତେ ସମୟ ଧରି ଦେଖି ପାରିବା? ଅଧିକରୁ ଅଧିକ ୩ ରୁ ୪ ଘଣ୍ଟା। ତଥାପି ଆମେ ଥକି ପଡ଼ିବା। ହେଲେ ପୃଥିବୀର ଦୀର୍ଘତମ ଚଳଚ୍ଚିତ୍ରର ଅବଧି ଜାଣିଲେ ଯେ କେହି ଅବିଶ୍ବାସ କରିବ। ଏହି!-->!-->!-->!-->!-->!-->!-->…
ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ପୁରସ୍କାର: ‘ପୁଷ୍ପା’ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର, ରଣବୀର ସିଂହ ଶ୍ରେଷ୍ଠ…
ମୁମ୍ବାଇ: ୨୦୨୨ର ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ରବିବାର ମୁମ୍ବାଇରେ ଆୟୋଜିତ ହୋଇଛି। ଏଥିରେ ଦକ୍ଷିଣ ଭାରତର ବ୍ଲକବଷ୍ଟର୍ ଚଳଚ୍ଚିତ୍ର ‘ପୁଷ୍ପା‘କୁ ଫିଲ୍ମ ଅଫ୍ ଦ ଇୟର୍ ବା ବର୍ଷର ସର୍ବଶ୍ରେଷ୍ଠ ଫିଲ୍ମ ଘୋଷଣା କରାଯାଇଛି। ୧୯୮୩ ମସିହାରେ କ୍ରିକେଟ ବିଶ୍ଵକପ ଉପରେ!-->…
ହିଜାବ ବିବାଦ; ଜଏରା କହିଲେ- ଏହା ଚଏସ୍ ନୁହେଁ ମୁସଲିମ୍ ମହିଳାଙ୍କ ଦାୟିତ୍ୱ
ମୁମ୍ବାଇ: ମୁସ୍ଲିମ୍ ମହିଳା ଏବଂ ସ୍କୁଲ ଛାତ୍ରୀମାନଙ୍କ ହିଜାବ ପିନ୍ଧିବାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଜାରି ରହିଛି। ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଦେଶରେ ମୁସଲିମ ମହିଳାଙ୍କ ପାରମ୍ପରିକ ପୋଷାକକୁ ନେଇ ମାହୋଲ ବେଶ୍ ଗରମ ରହିଛି। ଅନେକ ସେଲେବ୍ରିଟି ହିଜାବ ପିନ୍ଧିବାକୁ ନେଇ!-->…
ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ବାପି ଲାହିରିଙ୍କ ଶେଷକୃତ୍ୟ ସମ୍ପନ୍ନ
ମୁମ୍ବାଇ: ବାପି ଲାହିରିଙ୍କ ଜୁହୁ ବାସଭବନ ଠାରୁ ଅଳ୍ପ ଦୂର ମୁମ୍ବାଇର ଭିଲେ ପାର୍ଲେସ୍ଥିତ ପବନହଂସ ଶ୍ମଶାନରେ ଆଜି ଜନପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ବାପ୍ପା ଲାହିରି ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା ବେଳେ ଉପସ୍ଥିତ ଜନତା ସଜଳ!-->…
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ
ମୁମ୍ବାଇ: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ ଘଟିଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବାପିଙ୍କର ୬୯ ବର୍ଷ ବୟସରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବାପି ଏକାଧିକ ରୋଗରେ ପୀଡ଼ିତ ରହିବା ସହ ଆଜି ସକାଳୁ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।!-->…
ପ୍ରତିଷ୍ଠିତ ବେଙ୍ଗଲୀ ଗାୟିକା ସଂଧ୍ୟା ମୁଖାର୍ଜୀଙ୍କ ପରଲୋକ
ପ୍ରତିଷ୍ଠିତ ବେଙ୍ଗଲୀ ଗାୟିକା ସଂଧ୍ୟା ମୁଖାର୍ଜୀଙ୍କ ପରଲୋକ ହୋଇଛି । କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାନୁଆରୀ ୨୭ରେ ସଂଧ୍ୟା ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା!-->…
ଓଡ଼ିଶାରେ ବଲିଉଡ୍ ଷ୍ଟାର୍ କିରଣ କୁମାର
କଟକ : ଓଡ଼ିଶାରେ ବଲିଉଡ ଷ୍ଟାର କିରଣ କୁମାର। ଆଜି ଏକ ବିଜ୍ଞାପନ ଫିଲ୍ମର ସୁଟିଂ ପାଇଁ ସେ କଟକ ଆସିଛନ୍ତି। ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ଘରେ ତାଙ୍କର ସୁଟିଂ ଥିଲା । ଏଥିପାଇଁ ସେ ନିଜକୁ ଧନ୍ୟମନେ କରୁଥିବା କହିଛନ୍ତି । । ଘରକୁ ଗଲା ବେଳେ ମୁଁ ନିଶ୍ଚୟ ଓଡିଶା ରସଗୋଲା ସାଙ୍ଗରେ ନେବି!-->…
ବଡ଼ ପରଦାରେ ରିଲିଜ୍ ହେବ ମୁକେଶ ଖାନ୍ନାଙ୍କ ‘ଶକ୍ତିମାନ୍’; ଘୋଷଣା କଲା ସନି ପିକ୍ଚର୍ସ୍
ମୁମ୍ବାଇ: ୨୦ ବର୍ଷ ପୂର୍ବେ ସାରା ଭାରତରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିବା ମୁକେଶ ଖାନ୍ନାଙ୍କ ‘ଶକ୍ତିମାନ୍’ ଏବେ ବଡ ପରଦାରେ ରିଲିଜ୍ ହେବ। ଫେବ୍ରୁଆରି ୧୦ରେ ସନି ପିକ୍ଚର୍ସ ‘ଶକ୍ତିମାନ୍’ ଚଳଚ୍ଚିତ୍ରର ବଡ଼ପରଦାରେ ରିଲିଜ୍ ସଂପର୍କରେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଘୋଷଣା କରିଛି।!-->…
ସ୍ୱର୍ଗତ ମିହିର ଦାସଙ୍କ ଜୟନ୍ତୀରେ ଅନାବରଣ ହେଲା ମାଟିର ପ୍ରତିମୂର୍ତ୍ତି
କଟକ: ମାଟିରେ ମିହିର । କଟକର ଶିଳ୍ପୀ କୁମ୍ଭାର ସାହିରେ ଅନାବରଣ ହେଲା ଅଭିନେତା ସ୍ୱର୍ଗତ ମିହିର ଦାସଙ୍କ ମାଟିର ପ୍ରତିମୂର୍ତ୍ତି । ଆଜି ମିହିରଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘର କାରିଗରମାନେ ତାଙ୍କୁ ଦେଇଛନ୍ତି ନିଜ କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି । ଓଲିଉଡର ବହୁ!-->…