Browsing Category

ବାଣିଜ୍ୟ

ଟିପିଏସ୍ଓଡିଏଲ୍ ର“ସମ୍ପର୍କ କେନ୍ଦ୍ର” ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବ…

• କଂପାନି ଏହାର ସମସ୍ତ ଫ୍ୟୁଜ୍ କଲ୍ ସେଂଟର (ଏଫସିସି)କୁ “ସମ୍ପର୍କ କେନ୍ଦ୍ର’ରେ ରୂପାନ୍ତରିତ କରିବ• ଗ୍ରାମାଂଚଳ ଲାଗି ସେବା ମୂତୟନ ଭୁବନେଶ୍ୱର: ଗ୍ରାମାଂଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ ଫ୍ୟୁଜ କଲ୍…

ବଢ଼ିଲା ରେପୋରେଟ୍: ମହଙ୍ଗା ହେବ ହୋମ୍‌, କାର୍ ଓ ପର୍ସନାଲ ଲୋନ୍‌

ନୂଆଦିଲ୍ଲୀ: ବଢ଼ିଲା ରେପୋ ରେଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୩୫ ବେସିସ୍‌ ପ‌ଏଣ୍ଟ୍‌ ବୃଦ୍ଧି କରିଛି। ଫଳରେ ମହଙ୍ଗା ହେବ ଋଣ। ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତିକୁ…

୮ ପ୍ରକଳ୍ପରେ ୪,୪୨୩ କୋଟି ୫୧ ଲକ୍ଷର ପୁଞ୍ଜିନିବେଶ, ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ: ହେମନ୍ତ ଶର୍ମା

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। କଂକ୍ଲେଭରେ ଏବେ…

ପଶୁପାଳନ କାରୀଙ୍କ ଭାଗ୍ୟ ବଦଳାଇବ ଆଜୋଲା, ବଢିବ ଚାଷୀଙ୍କ ଆୟ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି୭୯ ପଶୁପାଳନ କ୍ଷେତ୍ରରେ ଚାଷୀ ଅତ୍ୟଧିକ ଖଚ୍ଚାନ୍ତ ହୋଇ ଲାଭାଂଶ କମିଯାଉଥିବା ରୁ ଲୋକେ ଧିରେଧିରେ ଏହି ଚାଷ ରୁ ନିବୃତ ହେବାରେ ଲାଗିଲେଣି। ମୁଖ୍ୟତଃ ପଶୁଙ୍କ ଖାଦ୍ୟ ଓ ଦାନା ପାଇଁ ହଜାର ହଜାର ଟଙ୍କା ଖର୍ଚ କରାଯାଉଥିବା ବେଳେ ଆୟ କମି…

ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି ଆରମ୍ଭ; ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲିଲା  ସଚେତନତା ରଥ

କଟକ ୧୧/୧୦: କଟକ ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି କାମ ଜାରି ରହିଛି। ଏହି ପ୍ରକ୍ରିୟାରେ ସହର ଓ ଜିଲ୍ଲାର ସବୁ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ଏକ ସଚେତନତା ରଥ ଆରମ୍ଭ କରିଛି। ଚଳିତ ବର୍ଷ ବାଲିଯାତ୍ରାରେ ସ୍ଥାନୀୟ ଓ ରାଜ୍ୟର ଵିଭିନ୍ନ ହସ୍ତକଳା ବ୍ୟବସାୟ ଓ…

ବାଲିଯାତ୍ରା ପାଇଁ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ପଞ୍ଜିକରଣ

କଟକ: ବାଲିଯାତ୍ରା ପାଇଁ କାଲିଠୁ ପ୍ଲଟ ପଞ୍ଜିକରଣ । ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ହେବ ବାଲିଯାତ୍ରା । ଏକ ହଜାର ବର୍ଗଫୁଟରୁ ଅଧିକ ଜାଗା ନେଉଥିବା ବ୍ୟବସାୟୀ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପଞ୍ଜିକରଣ ଓ ବୁକିଂ କରି ପାରିବେ । ଏକ ହଜାର ବର୍ଗଫୁଟରୁ କମ ଜାଗା…

ବିଜ୍ଞାପନରୁ ପ୍ରକୃତିଙ୍କୁ ହଟାଇଲା ତନିଷ୍କ

ଭୁବନେଶ୍ବର: ତୃପ୍ତି-ବାବୁସାନଙ୍କ ପାରିବାରିକ ବିବାଦ ପ୍ରକୃତିଙ୍କୁ ମହଙ୍ଗା ପଡ଼ିବାରେ ଲାଗିଛି । ବାବୁସାନଙ୍କ ସହ ପ୍ରକୃତିଙ୍କ ସମ୍ପର୍କକୁ ନେଇ ପତ୍ନୀ ତୃପ୍ତି ଆଣିଥିବା ଅଭିଯୋଗ ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବାରେ ଲାଗିଛି । ଜୁଏଲରୀ ବ୍ରାଣ୍ଡ ତନିଷ୍କ ନିଜ ବିଜ୍ଞାପନରୁ…

ଗ୍ରାହକଙ୍କ ପାଇଁ ଖୁସିର ଖବର, କମିଲା ସୁନା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିର ଖବର ।  କମିଲା ସୁନା ଦର। ଜାତୀୟ ରାଜଧାନୀ ରେ ସୁନା ଗୁରୁବାର ଦିନ ୧୦ ଗ୍ରାମ ପିଛା ୪୩୬ ଟଙ୍କା ହ୍ରାସ ପାଇ ୫୦, ୫୫୧ଟଙ୍କାରେ ପହଞ୍ଚିଛି।  HDFC ସିକ୍ୟୁରିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି।  ପୂର୍ବରୁ ୧୦ ଗ୍ରାମ ସୁନା ପ୍ରତି ୫୦,୯୮୭ ଟଙ୍କା ଥିଲା।…

ଆଇସିୟୁରେ ପହଞ୍ଚିଯାଇଛି ଭାରତୀୟ ଟଙ୍କା : ରାହୁଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତୀୟ ଟଙ୍କା ଆଇସିୟୁରେ ପହଞ୍ଚିଯାଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ।ଏକ ଫେସବୁକ ପୋଷ୍ଟରେ ସେ ଲେଖିଛନ୍ତି ଯେ ମୋଦୀ ଭାରତର ଆର୍ଥିକ ଓ ସାମାଜିକ ଦୁରାବସ୍ଥାକୁ ଅଧିକ ଦିନ ଲୁଚେଇ ରଖିପାରିବେ ନାହିଁ ।…

ନେଟଫ୍ଲିକ୍ସ ଓ ଆମାଜନ୍ ସହ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ଏସିଆର ଦୁଇ ଧନୀ ବ୍ୟବସାୟୀ

ମୁମ୍ବାଇ/ ଭୁବନେଶ୍ୱର: ଏସିଆ ମହାଦେଶର ଦୁଇ ଧନୀ ବ୍ୟବସାୟୀ ବର୍ତ୍ତମାନ ମନୋରଞ୍ଜନ ଶିଳ୍ପରେ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ଲାଗି ଯୋଜନା କରୁଛନ୍ତି । ମୁଖ୍ୟତଃ ନେଟଫ୍ଲିକ୍ସ ଓ ଆମାଜନ କବଳରେ ଥିବା ଓଟିଟି ବଜାରରେ ରିଲାଏନ୍ସ ଓ ଆଦାନି ଗ୍ରୁପ ନିଜ ଉପସ୍ଥିତିକୁ ଆଗକୁ ନେଉଛନ୍ତି ।…