ଓଡ଼ିଶା ମେଟ୍ରୋ ପାଇଁ ୧୦୦୦ କୋଟିର ବ୍ୟୟବରାଦ, ଶକ୍ତି କ୍ଷେତ୍ର ପାଇଁ ୪୩୫୨ କୋଟି

ଭୁବନେଶ୍ବର : ଅନ୍ତରୀଣ ବଜେଟରେ ସଡ଼କ, ସେତୁ, ବିମାନବନ୍ଦର ଏବଂ ରେଳବାଇ ବିକାଶ ପାଇଁ ୨୧,୦୦୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାରେ ମେଟ୍ରୋ ରେଳର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ପ୍ରସ୍ତାବ…

କଳାବାଘ ସଫାରୀ କରିବେ, ହେଲେ ମହାବଳକୁ ବଞ୍ଚାଇ ପାରିଲେନି!

ବାରିପଦା : ଶିମିଳିପାଳ ଅଭୟାରଣ୍ୟ ହେଉଛି ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ। ଏଠାରେ କଳାବାଘ ସଫାରୀ କରିବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ହେଲେ ମହାବଳ ବାଘକୁ ସୁରକ୍ଷା ଦେଇପାରୁ ନାହାନ୍ତି।…

ଏସସିବି ମେଡିକାଲରୁ ୫ ଦଲାଲ ଗିରଫ

କଟକ ଏସସିବି ମେଡିକାଲରୁ ୫ ଦଲାଲ ଗିରଫ। ଘରୋଇ ମେଡିକାଲକୁ ରେଫର୍ କରୁଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ହେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର।ଏସସିବି ଆଇସିୟୁରେ…

ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା

ପୁରୀ : ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟସାରା ବୁଲିଥିବା ଅର୍ପଣ ରଥରେ ଭକ୍ତ ହାତ ଖୋଲି ଦକ୍ଷିଣା ଦେଇଛନ୍ତି। ଅର୍ପଣ ରଥରୁ…

କାନାଡାକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ଥମୁନି ଭାରତ ଓ କାନାଡା ମଧ୍ୟରେ ଲାଗି ରହିଥିବା ବିବାଦ। ଦୁଇ ଦେଶ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି। ଏହାରି ଭିତରେ ଦେଶକୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଥିବା କାନାଡାକୁ ନିଜ…

କଂଗ୍ରେସର ‘ବ୍ଲାକ୍ ପେପର୍’ ରିଲିଜ୍; ସରକାର ଅର୍ଥନୀତିରେ ବିଫଳ କହିଲେ ଖଡଗେ

ନୂଆଦିଲ୍ଲୀ : ବିଜେପି ସରକାରଙ୍କ ‘ହ୍ୱାଇଟ୍ ପେପର୍’ ବିପକ୍ଷରେ ‘ବ୍ଲାକ୍ ପେପର୍’ ରିଲିଜ୍ କଲା କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବ୍ଲାକ୍ ପେପର୍ ପ୍ରକାଶ କରି ବିଜେପି ସରକାର ଉପରେ…

ଦିଲ୍ଲୀ-ନୋଇଡ଼ା ମାର୍ଗରେ ବଡ଼ ଧରଣର ଟ୍ରାଫିକ୍‌ ଜାମ୍‌; ଅଟକି ରହିଲା ଅନେକ ଦୁଇ ଓ ଚାରିଚକିଆ ଯାନ

ନୂଆଦିଲ୍ଳୀ: ଗୁରୁବାର ସକାଳେ ଦିଲ୍ଲୀ-ନୋଏଡା ସୀମାରେ ଖୁବ୍‌ ଜୋର୍‌ରେ ଟ୍ରାଫିକ ଜାମ୍ ହୋଇଥିବା ଖବର ରହିଛି। ନୋଏଡା ଏବଂ ଗ୍ରେଟର ନୋଏଡାର କୃଷକମାନେ ସଂସଦକୁ ବିରୋଧ ପ୍ରଦର୍ଶନ କରିବା ପରେ ଏହି ଟ୍ରାଫିକ୍‌…

ମୋଦୀ ଓବିସି ନୁହଁନ୍ତି, ସାଧାରଣ ବର୍ଗର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅବସରରେ ‌ଏବେ ଝାରସୁଗୁଡ଼ରରେ ଅଛନ୍ତି। ଏହି ସମୟରେ ଭାଷଣ ଦେଇଥିବା ବେଳେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜାତି ବିଷୟରେ ମିଥ୍ୟା…

‘ହୁକ୍କା’ରେ, ଲାଗିଲା ବ୍ୟାନ୍‌, ବିଜ୍ଞାପନ ଓ ପ୍ରଚାର ପ୍ରସାର ଉପରେ ମଧ୍ୟ ରୋକ୍‌

ବେଙ୍ଗାଲୁର : ଆଉ ମିଳିବନି ହୁକ୍କା। ଯୁବପିଢ଼ି ଆଉ ଟାଣି ପାରିବେନି ହୁକ୍କା। ଲାଗିଲା ବ୍ୟାନ୍। ହୁକ୍କା ଉତ୍ପାଦର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର। କେବଳ ସେତିକି ନୁହେଁ ହୁକ୍କାର…